ଓଡିଶା ଦିବସ ଅବସରରେ ରାଜ୍ୟପାଳଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଓଡିଶା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ । କୋରୋନା ବିରୋଧରେ ଓଡିଶାର ଲଢେଇକୁ ପୂର୍ବପରି ବଜାୟ ରଖିବାକୁ…

ଓଡିଶା ପୋଲିସର ପ୍ରତିଷ୍ଠା ଦିବସରେ ଡିଜିପିଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଓଡିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେମାନଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ଡିଜିପି । ଓଡିଶାବାସୀଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଦିବସ ବାର୍ତ୍ତା

ଭୁବନେଶ୍ୱର- ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।…

ଗଜପତି ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନସଫର୍ମେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ୫-ଟି ସଚିବ

ପାରଳାଖେମୁଣ୍ଡି – ୫-ଟି ସଚିବ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନସଫର୍ମେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନସ୍ଥ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର ୫ଟି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବିକାଶ…

ମୋଦି ବିରୋଧୀ ମେଳି ପାଇଁ ମମତାଙ୍କ ପ୍ରୟାସ, ନବୀନଙ୍କ ସମେତ ଅଣ ବିଜେପି ନେତାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉଷ୍ମତା ମଧ୍ୟରେ ଜାତୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ (ସଂଶୋଧନ) ଆଇନ, ୨୦୨୧କୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ବିଜେପି ନେତାମାନଙ୍କୁ ଚିଠି ଲେଖି ନରେନ୍ଦ୍ର ମୋଦିଙ୍କ ସ୍ବେଚ୍ଛାଚାରୀ ଶାସନ ବିରୋଧରେ ଏକାଠି ହେବାକୁ ଆହ୍ବାନ…

ପୁଣି କୋରୋନା ଚ୍ୟାଲେଂଜ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, କୋଭିଡ ନିୟମ ପାଳନ କଡାକଡି ପାଇଁ ନିର୍ଦ୍ଦେଶ,…

ବ୍ରହ୍ମପୁର -ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରବାସୀଙ୍କ ପାଇଁ ୱାର୍ଡ ଓ ପଂଚାୟତ ସ୍ତରରେ ରେଜିଷ୍ଟର ରଖାଯିବ । ପଂଚସୂତ୍ରୀ ନିୟମ ପାଳନ ନ କଲେ ଦୋକାନ ସିଲ୍ ହେବ । କୋଭିଡ…

ଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ, ସ୍ଥାନୀୟ ପ୍ରଶାସନ କଂଟେନମେଂଟ ଜୋନ ନେଇ ନେବେ ନିଷ୍ପତ୍ତି

ଭୁବନେଶ୍ୱର – ଏପ୍ରିଲ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଦେଖି ସ୍ଥାନୀୟ ପ୍ରଶାସନ କଂଟେନମେଂଟ୍ ଜୋନ୍ ପାଇଁ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳ ଓ ପୌର ପରିଷଦ ଏ ବାବଦରେ ନିଷ୍ପତ୍ତି ନେଇପାରିବେ । କୋରୋନା ମୁକାବିଲା ପାଇଁ ଟେଷ୍ଟିଂ,ଟ୍ରାକିଂ ଓ…

ମୁଖ୍ୟ ଶାସନ ସଚିବଙ୍କର ଏନ୍.ଟି.ପି.ସି. ଅଧ୍ୟକ୍ଷଙ୍କ ସହ ଆଲୋଚନା: ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍ ପ୍ରତିଷ୍ଠା…

ଭୁବନେଶ୍ବର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ଲିର ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ମୁଖ୍ୟତଃ ତାଳଚେରଠାରେ…