ରାଜ୍ୟରେ ଆଉ ୮ ହଜାର ୨୧୬ କୋରୋନା ରୋଗୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୨୧୬ କୋରୋନା ରୋଗୀ । ସଂଗରୋଧରୁ ୪ ହଜାର ୬୮୪ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୫୩୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୭୧ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୩୬ । କଟକରୁ ୪୪୭,…

Newsroom: Morning Headlines

Keonjhar: Rs 1 Lakh Fine Imposed on Diagnostic Centre for Flouting COVID Norms BREAKING: ECI Defers Pipili By-Poll Amid Covid Surge Amid Covid Crisis, OPSC Postponds OCS Prelim Exam Naveen: The Clear Eyed Hope for the Fourth…

ଭାରତରେ ନିଜ ଟିକାକୁ ଶୀଘ୍ର ଅନୁମତି ଦେବାକୁ ଦାବି କଲା ଫାଇଜର୍, ୫୧୦ କୋଟି ଟଙ୍କାର ଔଷଧ ଦାନକଲା

ନୂଆଦିଲ୍ଲୀ: ଆମେରିକୀୟ ଔଷଧ ଉତ୍ପାଦନକାରୀ ଫାଇଜରର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି ଯେ ଭାରତରେ ଫାଇଜର-ବାୟୋଏନଟେକ୍ ଟିକା ଉପଲବ୍ଧ କରାଇବା ପାଇଁ କମ୍ପାନୀକୁ ଶୀଘ୍ର ଅନୁମତି ଦେବା ନେଇ ଭାରତ ସରକାରଙ୍କ ସହ ଆଲୋଚନା ଚାଲିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ…

ମେ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ୫ ତାରିଖରେ କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୋମବାର ଦଳର ବରିଷ୍ଠ ନେତା ପାର୍ଥୋ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ପାର୍ଥୋ ଚାଟାର୍ଜୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଶପଥ…

କୋଭିଡ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ - କୋଭିଡ ସଂକଟ ଦୃଷ୍ଟିରୁ ପିପିଲି ବିଧାନସଭା ଉପନିର୍ବାଚନ ଘୁଂଚାଇ ଦେଇଛନ୍ତି ନିର୍ବାଚନ କମିଶନ । ଏ ନେଇ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୬ରେ ପିପିଲି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥାଆନ୍ତି । କିନ୍ତୁ କୋରୋନାର ଦ୍ୱିତୀୟ…

କୋଭିଡ ପରିଚାଳନା ଲାଗି କଟକ ମହାନଗର ନିଗମକୁ ସିଏମଆରଏଫରୁ ୧୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର- କୋଭିଡ ମୁକାବିଲା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଆର୍ଥିକ ସହାୟତା ଦିଆଯାଇଛି । ଏହି ଟଙ୍କା କୋଭିଡ ପରିଚାଳନାରେ ଖର୍ଚ୍ଚ ହେବ । ପୂର୍ବରୁ ମଧ୍ୟ…