ନନ୍ଦିଗ୍ରାମରୁ ଜିତିଲେ ମମତା, ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ ଭୋଟ୍‌ରେ ହରାଇଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି । ଏଠାରେ ମମତା ତାଙ୍କର ପୂର୍ବତନ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ ଭୋଟ୍‌ରେ ହରାଇଛନ୍ତି । ଏହି ହାଇ ପ୍ରୋଫାଇଲ ଆସନରେ ସମସ୍ତଙ୍କ ନଜର ରହିଥିଲା…

ବେଙ୍ଗଲରେ ପରାଜୟ ସ୍ୱୀକାର କଲା ବିଜେପି, ମମତାଙ୍କୁ ଅଭିନନ୍ଦନ ଜଣାଇଲେ ରାଜନାଥ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଠାରୁ ପରାଜୟ ସ୍ୱୀକାର କରିଛି ବିଜେପି । ଚମତ୍କାର ବିଜୟ ପାଇଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି । ରାଜନାଥ ବିଜେପିର ପ୍ରଥମ ନେତା…

ବିଧାନସଭା ନିର୍ବାଚନ ଫଳାଫଳ: ପଶ୍ଚିମବଙ୍ଗରେ ଦିଦିଙ୍କ ହ୍ୟାଟ୍ରିକ୍‌, ତାମିଲନାଡୁରେ ଡିଏମ୍‌କେ, କେରଳରେ ଏଲ୍‌ଡିଏଫ୍‌ର…

ନୂଆଦିଲ୍ଲୀ: କରୋନାର ରେକର୍ଡ ମାମଲା ଭିତରେ ପ୍ରାୟ ଦୁଇମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟା ପରେ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଭୋଟ୍ ଗଣନା ଚାଲିଛି । ଭୋଟ୍ ଗଣନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ସଦ୍ୟତମ…

ଶବ ସତ୍କାରରେ ସହାୟକ ହେଲେ ହିଂଜିଳିକାଟୁର ସରକାରୀ ଅଧିକାରୀ

ବ୍ରହ୍ମପୁର – ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ଉଦାରପଣିଆର ପରିଚୟ ଦେଇଛନ୍ତି । ବଡଖଣ୍ଡି ଗ୍ରାମ ପଂଚାୟଚର ଜିଆରଏସ ଓ ଦୁଇ ସ୍ୱେଚ୍ଛାସେବୀଙ୍କ ସହ ସେମାନେ ସମମରଝୋଳର ଏକ ଶ୍ମଶାନରେ ଏକ ଶବ ସତ୍କାରରେ…

ମେ ୩ ଓ ୪ ତାରିଖରେ ଦିନ ୨ଟା ପରିବର୍ତ୍ତେ ରାତି ୯ଟା ଯାଏଁ ଖୋଲା ରହିବ ଦୋକାନ ବଜାର

ଭୁବନେଶ୍ୱର- ମେ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମେ ୩ ଓ ୪ ତାରିଖରେ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ ନାହିଁ । ସେହି ଦୁଇ ଦିନ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ଯାଏଁ ଅର୍ଥାତ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା…