ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ହେବ ରୂପା ଛାଉଣୀ, ଶୁକ୍ରବାର ମନ୍ଦିରର ସ୍ଥିତି ପରଖିବେ ବିଏମସି କମିଶନର

ଭୁବନେଶ୍ୱର - ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱର୍ର ରୂପ ବଦଳିବାକୁ ଯାଉଛି । ବର୍ତ୍ତମାନର ପିତ୍ତଳ ପରିବର୍ତ୍ତେ ରୂପା ଚଦରର ଛାଉଣୀ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…

କ୍ରୀଡା ଭିତ୍ତିଭୂମିକୁ ଆହୁରି ସୁଦୄଢ କରିବେ ରାଜ୍ୟ ସରକାର : ୮୯ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଆଜି " ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ " ଯୋଜନାରେ ୮୯ ଗୋଟି " ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ…

ଓଡିଶାକୁ ଅଧିକ ଟିକା ଆବଂଟନ ଦାବି କଲେ ମୁଖ୍ୟମନ୍ତ୍ରୀ, ୧୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଉପରେ ଜୋର୍‌

ଭୁବନେଶ୍ୱର- କୋଭିଡ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟିକା ଯୋଗାଣ କୋଟା ଅନୁସାରେ ରାଜ୍ୟରେ ଘରୋଇ ହସପିଟାଲ ନାହିଁ । ଏଥିପାଇଁ ୯୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଘରୋଇ…