‘ଦୁଇ ସନ୍ତାନ’ ନୀତି ଶେଷ କଲା ଚୀନ୍, ଏଣିକି ତିନୋଟି ସନ୍ତାନ ଜନ୍ମ କରିପାରିବେ ଦମ୍ପତି

ବେଜିଂ: ଚୀନ୍ ନିଜ 'ଦୁଇ ସନ୍ତାନ' ନୀତି ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଏଣିକି ଚୀନରେ ଦମ୍ପତିଙ୍କୁ ତିନୋଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦିଆଯାଇଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ପଲିଟ ବ୍ୟୁରୋ ବୈଠକରେ ଚୀନ୍ ଏହି ନିଷ୍ପତ୍ତି ନେଇଛି । ନିକଟରେ ଚୀନ୍‌ର ଜନସଂଖ୍ୟା…

ୟାସ ବାତ୍ୟା ପ୍ରଭାବିତ ଜିଲ୍ଲା ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୟାସ୍ ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେଡି ରାଜ୍ୟ…

ଏଣିକି ମୋବାଇଲରୁ ଶୀଘ୍ର ମିଳିବ କୋଭିଡ ଟେଷ୍ଟ୍ ରିପୋର୍ଟ

ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ…

ଗଙ୍ଗା ନଦୀରେ ଭାସୁଛି ଅନେକ ଶବ, କୋଭିଡ୍ ରୋଗୀଙ୍କ ହୋଇଥିବା ଆଶଙ୍କାରେ ଲୋକେ ଭୟଭୀତ

ନୂଆଦିଲ୍ଲୀ: ଗଙ୍ଗା ନଦୀରେ ବହୁ ସଂଖ୍ୟକ ଶବ ଭାସୁଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନରେ ପ୍ରାୟ ୧୦୦ ଶବ ଗଙ୍ଗାନଦୀରେ ଠାବ କରାଯାଇଛି । ଅଧିକାଂଶ ମୃତଦେହ ପଚି ଯାଇଥିବା ବେଳେ ଆଉ କିଛି ଅର୍ଦ୍ଦଦଗ୍ଧ ଅବସ୍ଥାରେ ନଦୀରେ ଭାସୁଛି । ଗଙ୍ଗାରେ ଏତେ ସଂଖ୍ୟକ ମୃତଦେହ ଦେଖି ଉତ୍ତର ପ୍ରଦେଶ ଓ…

ଅଗଷ୍ଟ ପହିଲାରୁ କାର୍ଯ୍ୟକ୍ଷମ ହେବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର- ଚଳିତବର୍ଷ ଅଗଷ୍ଟ ପହିଲାରୁ କାର୍ଯ୍ୟକ୍ଷମ ହେବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ । ବ୍ରହ୍ମପୁରର ଏହି ପୁରାତନ ଓ ଐତିହାସିକ ମହାବିଦ୍ୟାଳୟକୁ ଗତ ସପ୍ତାହରେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

ସଂଜୟ ସିଂହ ବିଏମସିର ନୂଆ କମିଶନର, ସାଧାରଣ ପ୍ରଶାସନ ବିଭାଗକୁ ପ୍ରେମଚନ୍ଦ୍ରଙ୍କ ବଦଳି, ଇଡ୍‌କୋ ସିଏମଡି ଭାବେ କ୍ରିଷନ…

ଭୁବନେଶ୍ୱର- ପ୍ରାଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ନୂଆ ବିଏମସି କମିସନର କରାଯାଇଛି । ସଂଜୟ ସିଂହ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷଚା ବିକାଶ ବିଭାଗର ସଚିବ ଅଛନ୍ତି । ସଂଜୟ ୧୧୯୭ ବ୍ୟାଚ୍‌ର ଆଇଏଏସ ଅଫିସର ।…