କୋଭିସିଲ୍ଡ ଟିକାର ଦର ଘୋଷଣା କଲା ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଆଜି କୋଭିସିଲ୍ଡ ଟିକାର ଦର ସ୍ଥିର କରିଛି ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରଦାନ କରିବ । ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ରାଜ୍ୟ…

ଗିନିଜ୍ ରେକର୍ଡସ୍ ଲକ୍ଷ୍ୟରେ କୋରାପୁଟର ହିଟ୍ସ ମ୍ୟାନ୍

ସେ କୋରାପୁଟର ହିଟ୍ସମ୍ୟାନ୍‌ ଭାବେ ପରିଚିତ। ଗୋଟିଏ ହାତରେ ସେ ଏକକାଳୀନ ୧୫୦ ଥର ଗୋଡ଼ ଉପରକୁ ଛାଟିବା ଦକ୍ଷତା ହାସଲ କରି ସାରିଲେଣି। ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ସେ ଏକାଥରକେ ୧୭୦ ହିଟ୍ସ ମାରିବେ । ଏଯାବତ୍ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସରେ ନିଜ ନାମ ଲେଖାଇ…

କୋରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର, କାର୍ଯ୍ୟକ୍ଷମ ହେବ ଭକ୍ତି ନିବାସ କୋଭିଡ କେୟାର ସେଂଟର, ସବୁ…

ପୁରୀ – କୋରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଛି । ଭକ୍ତି ନିବାସରେ କୋଭିଡ କେୟାର ସେଂଟର ଆରମ୍ଭ କରାଯିବ । ଯେଉଁ ଭକ୍ତମାନେ କୋଭିଡ ପଜିଟିଭ ଚିହ୍ନଟ ହେବେ, ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ । ଏହି କୋଭିଡ କେୟାର ସେଂଟରର ଚିକିତ୍ସା ପାଇଁ ଅକ୍ସିଜେନ୍ ବେଡ୍ ସହ…

ଧୋନିଙ୍କ ପିତାମାତାଙ୍କୁ କରୋନା

ରାଞ୍ଚି: ଘାତକ କରୋନା ଭାଇରସ ଏବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଘରେ ପଶିଛି। ଏମଏସ ଧୋନିଙ୍କ ପିତା ପାନ ସିଂ ଧୋନି ଏବଂ ମାତା ଦେବକୀ ସିଂ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ଉଭୟଙ୍କୁ ଝାଡଖଣ୍ଡର ରାଜଧାନୀ ରାଞ୍ଚିର ଏକ ଘରୋଇ…

ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣାର ଆତ୍ମସମର୍ପଣ, ଆଇଏଏସ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ଥିଲା ମାଷ୍ଟରମାଇଣ୍ଡ୍

‌ମାଲକାନଗିରି- ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ସକ୍ରିୟ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣା ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ବହୁ ବର୍ଷ ଧରି ଆନ୍ଧ୍ର-ଓଡିଶା ବର୍ଡର ଡିଭିଜନ ସହ ସଂପୃକ୍ତ ଥିଲା । ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ…

ଚଳିତ ମାସ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ

ଭୁବନେଶ୍ୱର- ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡିଶାରେ କୋରୋନା ସଂକ୍ରମଣ ଶୀର୍ଷରେ ରହିପାରେ । ରାଜ୍ୟରେ କୋଭିଡ ସ୍ଥିତି ନେଇ ଡିଏମଇଟି ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି । ତେବେ, ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ମହାନ୍ତି କହିଛନ୍ତି…

କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ଘୋଷଣା କରିଛନ୍ତି । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ବୋର୍ଡ…

ଏପ୍ରିଲ୍ ୩୦ ଯାଏଁ ବ୍ରିଟେନକୁ ବିମାନସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀକୁ ନେଇ ବ୍ରିଟେନ ଯାତ୍ରୀମାନଙ୍କ ଆଗମନକୁ ବାରଣ କରିଛି। ଏବେ ଏୟାର ଇଣ୍ଡିଆ ୨୪ ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନସେବା ବାତିଲ କରିଦେଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦେଇଛି। ଏୟାର ଇଣ୍ଡିଆ କହିଛି, "ଯେଉଁ ଯାତ୍ରୀମାନେ ଭାରତ ଏବଂ…