ରାଜ୍ୟରେ ଗତବର୍ଷ ତୁଳନାରେ କୋଭିଡ ଶଯ୍ୟା ୫ ଗୁଣ ବୃଦ୍ଧି କରାଯିବ

ଭୁବନେଶ୍ୱର- ରାଜ୍ୟରେ ଗତବର୍ଷ ତୁଳନାରେ ୫ ଗୁଣ ବଢିବ କୋଭିଡ ଶଯ୍ୟା । ଆଇସିୟୁ ଶଯ୍ୟା ମଧ୍ୟ ୨ଗୁଣ ବଢାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନର ସ୍ଥିତି ଦେଖି ଅଧିକ ଅକ୍ସିଜେନ୍ ଓ ଭେଂଟିଲେଟର ସୁବିଧା କରାଯିବ । ପ୍ରତି ଶହେ ଶ ଯ୍ୟାରେ ହାରାହାରି ୬ଟି ଆଇସିୟୁ…

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଭୟଙ୍କର ବେଗରେ ବ୍ୟାପି ଚାଲିଥିବା ବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଏହାର ପଛରେ ଦୁଇଟି ପ୍ରମୁଖ କାରଣ ରହିଛି ବୋଲି କହିଛନ୍ତି । ଡକ୍ଟର ଗୁଲେରିଆ କହିଛନ୍ତି ଯେ କୋଭିଡ ମାମଲାରେ ବୃଦ୍ଧି ହେବାର ଅନେକ କାରଣ ଅଛି…

କଟକଣା ଆଣି ଦେଇଥିଲା ସୁଯୋଗ

ବ୍ରହ୍ମପୁର: ଗୋଟିଏ ପଟେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିଛି କଟକଣା ଜାରି କରିଛନ୍ତି । ତେବେ ଜୀବନ ବନାମ ଜୀବିକା ସଂଘର୍ଷରେ ଅନେକ ଏଭଳି କଟକଣାକୁ ନେଇ ଆଶଙ୍କାରେ ଯେ ପୁଣି ଲକଡାଉନ୍, ସଟଡାଉନ୍ ଫେରିବନି ତ । କିନ୍ତୁ ଏଭଳି ସମୟ ବି ଜୀବନରେ କିଛି ନୂଆ କରି ଦେଖାଇବାର ସୁଯୋଗ…

ରାଜ୍ୟରେ ୩ ହଜାର ୬୬୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ପଜିଟିଭ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୩ ହଜାର ୬୬୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୧୨୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୭ ଶହ ଟପିଛି ଦୈନିକ ସଂକ୍ରମଣ ସଂଖ୍ୟା । ଦିନକରେ ଏହି ଜିଲ୍ଲାରୁ ସର୍ବାଧିକ…

ଆଇପିଏଲ୍: ହାଇଦ୍ରାବାଦର ହ୍ୟାଟ୍ରିକ୍ ପରାଜୟ, ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୩ ରନରେ ପରାସ୍ତ

ଚେନ୍ନାଇ - ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପରାଜୟ ଧାରା ଜାରି ରହିଛି । ଦଳ ପୁଣିଥରେ ଏକ ମାମଲି ଟାର୍ଗେଟର ପିଛା କରିବାକୁ ଯାଇ ଝୁଣ୍ଟିଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲୋ’ସ୍କୋରିଂ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନରେ…