କୁମ୍ବମେଳା ତୀର୍ଥଯାତ୍ରୀଙ୍କ ଉପରେ ବର୍ଷିଲେ ମୁମ୍ବାଇ ମେୟର, କହିଲେ କୁମ୍ଭରୁ ଫେରି ‘କରୋନା ପ୍ରସାଦ’…

ନୂଆଦିଲ୍ଲୀ: କୋଭିଡ୍-୧୯‌ର ଦ୍ୱିତୀୟ ଲହରୀ ମଧ୍ୟରେେ କୁମ୍ବମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଉପରେ ବର୍ଷିଛନ୍ତି ମୁମ୍ବାଇ ମେୟର । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ବରୁ ଫେରୁଥିବା ସାଧୁ ଓ ତୀର୍ଥଯାତ୍ରୀମାନେ ଯେଉଁ ସବୁ ରାଜ୍ୟକୁ ଯିବେ,…

‘ନାସା ରୋଭର ଚ୍ୟାଲେଂଜ’ ପ୍ରତିଯୋଗିତାରେ ଓଡିଶା ଟିମ୍‌କୁ ତୃତୀୟ ସ୍ଥାନ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ‘ନାସା ରୋଭର ଚ୍ୟାଲେଂଜ’ ନାମକ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ତୃତୀୟ ସ୍ଥାନ ହାସଲ କରିଛି ଓଡିଶାର ୧୦ ଜଣିଆ ଟିମ୍ । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିଯୋଗିତାରେ ୧୪ରୁ ୧୯ ବର୍ଷ…

କରୋନା ସଂକ୍ରମିତ ହେଲେ ସୋନୁ ସୁଦ୍

ମୁମ୍ବାଇ - ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ସଂକ୍ରମିତ ହୋଇଛନ୍ତି । ସୋନୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସୋନୁ ସୁଦ କହିଛନ୍ତି ଯେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି କିନ୍ତୁ ତାଙ୍କ ମନୋବଳ ସୁପର ପଜିଟିଭ୍ ଅଛି। ସୋନୁ ସୁଦ୍ ନିକଟରେ କରୋନା…

ଟିକାକରଣ ବୟସସୀମା ୨୫ ବର୍ଷ ଧାର୍ଯ୍ୟ କରିବାକୁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ - ଦେଶରେ ବିଗୁଡୁଥିବା କରୋନା ସ୍ଥିତି ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ସରକାରଙ୍କୁ ସମାଲୋଚନା କରିଛନ୍ତି । ସୋନିଆ ଟୀକାକରଣର ବୟସ ସୀମା ୨୫ ବର୍ଷକୁ ହ୍ରାସ କରିବାକୁ ଦାବି କରିଛନ୍ତି । ଏହାଛଡ଼ା, ଶ୍ବାସ, ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଯୁବକଙ୍କ…

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି - ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୁମ୍କା ଟ୍ରେଜେରୀରୁ ବେଆଇନ ଅର୍ଥ ପ୍ରତ୍ୟାହାର ମାମଲାରେ ଶନିବାର ଝାଡଖଣ୍ଡ ହାଇକୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରାୟ ୪୦ ମାସ ପରେ ଲାଲୁ ପ୍ରସାଦ ଜେଲରୁ ବାହାରିବେ। ଲାଲୁ ବର୍ତ୍ତମାନ ଅସୁସ୍ଥ ଅଛନ୍ତି ଏବଂ…