Browsing Category

ଓଡ଼ିଶା

ରାଜ୍ୟରେ କୋରୋନାରୁ ଆଉ ୨ହଜାର ୭୭୫ ଜଣ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୫ ହଜାର ପାର

ଭୁବନେଶ୍ୱର- ରାଜ୍ୟରେ ଆଜି ୨ ହଜାର ୭୭୫ ଜଣ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫ ଶହ ଜଣ ସୁସ୍ଥ…

ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ, ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା, ଲଘୁଚାପ ଯୋଗୁଁ…

ଭୁବନେଶ୍ୱର- ଆସନ୍ତା ୧୨ ଘଂଟାରେ ଦୁର୍ବଳ ହେବ ଲଘୁଚାପ । ଏହି ସମୟ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା…

ବୁର୍ଲା ଓ କୋରାପୁଟରେ ନୂଆ କୋଭିଡ ହସପିଟାଲ୍ ହେଲା କାର୍ଯ୍ୟକ୍ଷମ

ଭୁବନେଶ୍ୱର- ରାଜ୍ୟରେ କୋରୋନା ବିରୋଧୀ ଲଢେଇକୁ ଆହୁରି ମଜବୁତ ହୋଇଛି । ବୁର୍ଲାର ଭିମସାରରେ ୨୦ ଆଇସିିୟୁ ବେଡ୍ ସମେଚ ୧୨୦ ବେଡ୍ ଥିବା…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୨୪ ଘଂଟାରେ ୨୬୦୪ ନୂଆ ରୋଗୀ, ଖୋର୍ଧାରୁ ୩୮୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୬୦୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୫୧୧ ଓ…

ସାରୁ୍‌ଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ମାମଲା, କ୍ରାଇମବ୍ରାଂଚ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର- ଖୋର୍ଧା ଜିଲ୍ଲା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ୍ । ରାଜ୍ୟ ସରକାର…

ଝାଡଖଣ୍ଡ କୋଲ୍ ବ୍ଲକ୍ ଆଂବଟନ ଦୁର୍ନୀତି, ଦିଲୀପ ରାୟଙ୍କୁ ଦଣ୍ଡବିଧାନ ଆସନ୍ତା ୨୬ ଯାଏଁ ସ୍ଥଗିତ

ନୂଆଦିଲ୍ଲୀ - ଝାଡଖଣ୍ଡ କୋଲବ୍ଲକ୍ ଆବଂଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି…

ରାଜ୍ୟରେ କୋରୋନାରୁ ଆଉ ୨ ହଜାର ୭୯୬ ସୁ୍‌ସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୮୨

ଭୁବନେଶ୍ୱର- ରାଜ୍ୟରେ ଆଜି ୨ ହଜାର ୭୯୬ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୮୨, କଟକରୁ ୧୭୯,…

ପୋଲିସ ଡିଜିଙ୍କ ସୂଚନା : ଗତ ୯ ମାସରେ ରାଜ୍ୟରେ ୧ ହଜାର ୫୪ କୁଇଟାଂଲ ଗଂଜେଇ ଜବତ , ଗଂଜେଇ ଓ…

ଭୁବନେଶ୍ୱର- ଓଡିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଅଭିଯାନ ଜାରି ରହିବ । ଚୋରା ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ…

ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ –‘ସୁୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସହରାଂଚଳର ଘରେ ଘରେ…

ଭୁବନେଶ୍ୱର- ରାଜ୍ୟରେ ‘ସୁଜଳ’-ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବାସିକ…