Browsing Tag

Andhra Pradesh

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୪ ମୃତ, ଚାରି ଆହତ

ତିରୁପତି - ଆନ୍ଧ୍ର ପ୍ରଦେଶ କର୍ଣ୍ଣୁଲ ଜିଲ୍ଲା ମାରାଦପୁରମ ଗାଁ ନିକଟସ୍ଥ ଜାତୀୟ ରାଜପଥ ୪୪ରେ ଆଜି ଭୋର୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ୍ ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକ…

ମାନୁନି ଆନ୍ଧ୍ର, ଓଡିଶାର କଡା ଆପତ୍ତି ସତ୍ତ୍ୱ କୋଟିଆ ଫାଟୁସିନେରି ଗାଁରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

କୋରାପୁଟ- ଓଡିଶା ସରକାରଙ୍କ କଡା ଆପତ୍ତି ସତ୍ତ୍ୱେ ଆନ୍ଧ୍ର ପ୍ରଦେଶ ସରକାର କୋରାପୁଟ ଜିଲ୍ଲା କୋଟିଆରେ ପଂଚାୟତ ନିର୍ବାଚନ କରୁଛନ୍ତି । କୋଟିଆର ଫାଟୁସିନେରି ଗାଁରେ ପଂଚାୟନ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ…

କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଓଡିଶାର ଅଦାଲତ ଅବମାନନା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଅନୁପ୍ରବେଶ ନେଇ ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ଗତକାଲି ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ…

କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ନେଇ ଓଡିଶାର ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରିବା ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଆଗତ ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ହେବ ଏହି ମାମଲା ଶୁଣାଣି । ଯଥାସ୍ଥିତି ବଜାୟ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନୁନାହିଁ ।…