Browsing Tag

Berhampur Thakurani Yatra

ନିରାଡମ୍ବର ପଟୁଆରରେ ବାପ ଘର ଆସିଲେ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁରର ଆରାଧ୍ୟା ଦେବୀ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଶୁକ୍ରବାର ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହୋଇଛି। କୋଭିଡ୍ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ପ୍ରଶାସନର କଟକଣା ମୁତାବକ ଦେବୀ ନିରାଡମ୍ବର ପଟୁଆରରେ ନିଜ ସ୍ଥାୟୀ ମନ୍ଦିର ଛାଡ଼ି ବାପଘର ଦେଶୀବେହେରା ସାହିର ଅସ୍ଥାୟୀ ପୀଠକୁ ଆଗମନ…

କୋରୋନା କଟକଣା ମଧ୍ୟରେ ଆଜିଠାରୁ ରେଶମ ସହରରେ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା

ବ୍ରହ୍ମପୁର- ରେଶମ ସହରର ପ୍ରସିଦ୍ଧ ଐତିହାସିକ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋରୋନା କଟକଣା ମଧ୍ୟରେ ମା’ଙ୍କ ଯାତ୍ରା ଏ ବର୍ଷ ଆୟୋଜନ ହେଉଛି । ପରମ୍ପରାକ୍ରମେ ଆଜି ଠାକୁରାଣୀଙ୍କ ବାପା ଦେଶୀ ବେହେରାଙ୍କ ନିମନ୍ତ୍ରଣକୁ ସ୍ୱୀକାର କଲା ପରେ ମାଆଙ୍କୁ…

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିବ ୧୪୪ ଧାରା

ବ୍ରହ୍ମପୁର: ବ୍ରହ୍ମପୁରର ଆରାଧ୍ୟା ଦେବୀ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଶୁକ୍ରବାର ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବ। ତେବେ କୋଭିଡ୍ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏଥର ଦେବୀ ନିଜ ସ୍ଥାୟୀ ପୀଠରୁ ବାପଘର ଅର୍ଥାତ ଦେଶୀବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପକୁ ପୁଲିସ କର୍ଡନ ମଧ୍ୟରେ…

ଭକ୍ତଙ୍କ ପାଇଁ ବାପ ଘରେ ବିରାଜିବେ ମା ’ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁର: ଭକ୍ତଙ୍କ ପାଇଁ ବାପ ଘର ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିରେ ବିରାଜିବେ ମା ’ ବୁଢ଼ୀ ଠାକୁରାଣୀ । ଆସନ୍ତା ମାସ ୯ ତାରିଖ ମଧ୍ୟରାତ୍ରରେ ଶାଶୂ ଘର ( ସ୍ଥାୟୀ ମନ୍ଦିର ) ଛାଡ଼ି ବାପ ଘରକୁ ଆସିବେ ଦେବୀ । ଅସ୍ଥାୟୀ ପୀଠରେ ଶ୍ରଦ୍ଧାଳୁଙ୍କୁ ଜାତି , ବର୍ଣ୍ଣ , ସମ୍ପ୍ରଦାୟ…

ମାର୍ଚ୍ଚ ୧୯ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ମାର୍ଚ୍ଚ ୧୯ ତାରିଖ ଶୁକ୍ରବାରରୁ ଆରମ୍ଭ ହୋଇଯିବ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ପର୍ବ। ସେହି ଦିନ ଏହି ଦ୍ବିବାର୍ଷିକ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯିବ। ୧୯ ତାରିଖ ରାତି ୯ଟାରେ ପ୍ରଥମେ ଦେଶୀବେହେରା ସାହିରେ ଆୟୋଜକଙ୍କ ବୈଠକ…