Browsing Tag

Biju Patnaik

ଭୂମିପୁତ୍ର ବିଜୁବାବୁ : ଜାତୀୟତାବାଦ ଓ ଓଡ଼ିଆ ସ୍ୱାଭିମାନର ନିର୍ଭୀକ ଯୋଦ୍ଧା

ଲେଖକ: ବିଜନ କୁମାର ମହାପାତ୍ର ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଆଜି ୧୦୬ ତମ ଜୟନ୍ତୀ । ଲୋକପ୍ରିୟ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବିଜୁ ପଟ୍ଟନାୟକ । ତାଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ…

ନୂଆଁଖାଇରେ ମନେ ପଡ଼ନ୍ତି ବିଜୁ ବାବୁ, ପଞ୍ଚମୀ ତିଥିର ଜନାଦୃତିରେ ଟଲ୍ ମ୍ୟାନ୍‌ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

ସମ୍ବଲପୁର : ଗତକାଲି ଥିଲା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ସାରା ପଶ୍ଚିମ ଓଡିଶା ଗୋଟିଏ ଭାବଧାରାରେ ଯୋଡି ହୋଇଯାଇଛି । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇର ନିଆରାପଣରେ ସାରା ବିଶ୍ୱରେ ଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀ ଏକାକାର ହୋଇଯାଇଛନ୍ତି । ତେବେ , ଏକ…

ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକାତାରୁ ଓଡିଶା ଆଣିବା ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର- ଖୁବ୍ ଶୀଘ୍ର ଓଡିଶାକୁ ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ବର୍ତ୍ତମାନ ଏହି ବିମାନ କୋଲକାତାରେ ରହିଛି । ରାଜ୍ୟ ସରକାର ବିଜୁ ବାବୁଙ୍କ ବହୁ ସ୍ମୃତି ବହନ କରୁଥିବା ଏହି ବିମାନ ଓଡିଶା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡିଶା ଆସିଲେ ବିମାନଟିକୁ ଭୁବନେଶ୍ୱର…

ଶ୍ରାଦ୍ଧ ଦିବସରେ ବିଜୁବାବୁଙ୍କୁ ସ୍ମରଣ କଲେ ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ

ଭୁବନେଶ୍ୱର- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରାଦ୍ଧ ଦିବସରେ ମନେ ପକାଇଛନ୍ତି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିଜୁବାବୁ ବାସ୍ତବ ଜୀବନରେ ହିରୋ ଥିଲେ ବୋଲି ନବୀନ ଜିନ୍ଦଲ ଟ୍ୱିଟ୍ କରିଛନ୍ତି । ବିଜୁବାବୁ ଆଧୁନିକ ଓଡିଶାର ନିର୍ମାତା ଓ ଦୂରଦୃଷ୍ଟି ସଂପନ୍ନ ନେତା ବୋଲି ଜିନ୍ଦଲ…

ବିଜୁ ଜୟନ୍ତୀ : ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବାକୁ ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ଓଡିଶାକୁ ବିକାଶର ଶୀର୍ଷରେ ପହଂଚାଇବା ଥିଲା ବିଜୁବାବୁଙ୍କ ଲକ୍ଷ୍ୟ । ସେବା ଥିଲା ବଜୁବାବୁଙ୍କ…

ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଓଡିଆ ସ୍ୱାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ ଲୋକଙ୍କ ସେବାରେ ବିଜୁ ବାବୁ ନିଜ ଜୀବନ ଉତ୍ସର୍ଗ…