Browsing Tag

Chief Minister Naveen Patnaik

ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡିଶା ଟପ୍ପର ଗୌତମ ଓ ଅନ୍ୟ କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର -ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡିଶା ଟପ୍ପର ଗୌତମ ଦାସଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫଳତା ହାସଲ କରିଥିବା ଅନ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆଗାମୀ ଦିନରେ କୃତି ପରୀକ୍ଷାର୍ଥୀଙ୍କ ଆହୁରି ସଫଳତା ଓ…

ଆସନ୍ତାକାଲି ନୂଆପଡା ଯିବେ ନବୀନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ଶୁଭାରମ୍ଭ

ଭୁବନେଶ୍ୱର- କଳାହାଣ୍ଡି ଓ ସୁନ୍ଦରଗଡ ପରେ ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ବିକାଶ ପର୍ବରେ ଯୋଡି ହେବ ନୂଆ ଫର୍ଦ୍ଦ । ମାର୍ଚ୍ଚ ୧୦ ତାରିଖରେ ନୂଆପଡା ଗସ୍ତ କରି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଏହି…

ମିଶନ ଶକ୍ତି: ଏକ କୋଟି ମା ଙ୍କର ବିରାଟ ଆନ୍ଦୋଳନ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ…

ରାଏଜର୍ ସଭୁ ମାଁ ବହେନ୍ କୁଁ ମୁଖ୍ୟମନ୍ତ୍ରୀ ବରକସ୍ କଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେବାପରେ ସମ୍ବଲପୁର ହୁମା ଅଞ୍ଚଳର ତ୍ରିଲୋଚନ ଏସଏଚଜିର ଜଣେ ସଦସ୍ୟା ମୋହିନୀ ଭୋଇ ମୁଖ୍ୟମନ୍ତ୍ରୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ସମ୍ବଲପୁର: ନବୀନ୍ ସରକାର୍ ସମିଆ ଥିଁ କୁଡେ ବଛରେଁ ମାଁ ବହେନ୍ କର୍…

ଜଙ୍ଗଲ ନିଆଁ ପରିଚାଳନା ନେଇ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ଜଙ୍ଗଲ ନିଆଁ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ଓ ଏଚଓଏଫଏଫ ଓଡିଶା,ଡକ୍ଟର ସନ୍ଦୀପ ତ୍ରିପାଠୀ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ । ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନରେ ଆଜିଠାରୁ ୧୫ ଦିନ ଯାଏଁ ଜଙ୍ଗଲ ନିଆଁ…

ମହିଳା ଦିବସରେ ବିଭିନ୍ନ ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆନ୍ତର୍ଜାତିକ ମହିଳା ଦିବସରେ ସଶକ୍ତିକରଣର ଧାରାକୁ ଆହୁରି ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ୱରରେ ୧୦୦ ଅନ୍ତେବାସୀଙ୍କ ପାଇଁ କର୍ମଜୀବୀ ମହିଳା ନିବାସ ଓ ବିଭିନ୍ନ କାର୍ଯ୍ୟକୁ…

ମିଶନ ଶକ୍ତିକୁ ନବୀନଙ୍କ ପ୍ରଶଂସା, କହିଲେ ଓଡିଶାର ମହିଳା ସଶକ୍ତିକରଣ ଦେଶ ପାଇଁ ମଡେଲ

ଭୁବନେଶ୍ୱର- ମିଶନ ଶକ୍ତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକି ପକ୍ଷରୁ ଏଫଏଲଓ ଓଡିଶା ପୁରସ୍କାର ସମାରୋହରେ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିକୁ ପ୍ରଶଂସା କରିଛନ୍ତି । ଓଡିଶାର ମହିଳା ସଶକ୍ତିକରଣ ଦେଶ ପାଇଁ ମଡେଲ ବୋଲି…