Browsing Tag

Chief Secretary Suresh Mohapatra

କ୍ୟାବିନେଟ ବୈଠକରେ କୋଭିଡ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସଂପର୍କିତ ସର୍ତ୍ତାବଳୀ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ କୋଭିଡ ଟିକା ପାଇଁ ଡକାଯାଇଥିବା ଗ୍ଲୋବାଲ ଟେଣ୍ଡର ସଂପର୍କିତ ସର୍ତ୍ତାବଳୀ ଓ କାଗଜପତ୍ରକୁ ଅନୁମୋଦନ କରାଯାଇଛି । ଟିକା କଂପାନୀ ସହ ଗତ ୧୯ ତାରିଖରେ ପ୍ରିବିଡ୍ ଆଲୋଚନା ହୋଇଥିଲା ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି…

ରାଜ୍ୟରେ ଲକଡାଉନ ଅବଧି ଜୁନ ପହିଲା ଯାଏଁ ବୃଦ୍ଧି, କୋହଳ ସମୟସୀମା ଦୁଇ ଘଂଟା ହ୍ରାସ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଅବଧିକୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କଟକଣା କୋହଳ ସମୟକୁ ୨ ଘଂଟା କମାଇ…

ନୂଆ ଟ୍ରିପଲ୍ ମ୍ୟୁଟାଂଟ୍ ଭାଇରସର ଭୟ : ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ୧୪ ଦିନିଆ କ୍ୱାରେଂଟାଇନ୍ ବାଧ୍ୟତାମୂଳକ,…

ଭୁବନେଶ୍ୱର- କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ପଶ୍ଚିମବଙ୍ଗରେ କୋରୋନା ଭାଇରସର୍ ଏକ ନୂଆ ଟ୍ରିପଲ ମ୍ୟୁଟାଂଟ୍ ମିଳିଥିବାରୁ ସେଠାରୁ ଓଡିଶା ପାଇଁ ବିପଦ ରହିଛି । ଏ ପରିପ୍ରେକ୍ଷୀରେ ଏଣିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ୧୪ ଦିନ ସଂଗରୋଧରେ ରହିବା…

ସାରାରାଜ୍ୟର ସହରାଞ୍ଚଳରେ କାଲିଠାରୁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର – କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସାରା ରାଜ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାର ସହରାଂଚଳରେ ନାଇଟ କର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ କରାଯାଇଛି । ସେସବୁ ଜିଲ୍ଲାଗୁଡିକର ସହରାଂଚଳରେ…