Browsing Tag

Cold Wave

ରାଜ୍ୟରେ ଶୀତ ଲହରୀ ଜାରି, ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ, ଦାରିଙ୍ଗବାଡି ସବୁଠାରୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହ୍ରାସ ପାଇଛି ରାତିର ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଓଡିଶାର କାଶ୍ମୀର ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ହୋଇଛି । ଝାରସୁଗୁଡାରେ ରାତିର ତାପମାତ୍ରା ୫ ଦଶମିକ ୬ ଡିଗ୍ରୀ…

ଦାରିଙ୍ଗବାଡିରେ ପାରଦ ୪ ଡିଗ୍ରୀକୁ ଖସିଲା, ରାଜ୍ୟରେ ସର୍ବନିମ୍ନ

ଭୁବନେଶ୍ୱର- ରାଜ୍ୟର ଦାରିଙ୍ଗବାଡିରେ ଚଳିତ ଶୀତ ଋତୁର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଓଡିଶାର କାଶ୍ମୀରରେ ତାପମାତ୍ର ୪ ଡିଗ୍ରୀ ସେଲସିୟସ ରହିଛି, ଯାହା ଚଳିତ ଋତୁର ସର୍ବନିମ୍ନ । ଆଗାମୀ ୩ରୁ ୪ ଦିନ ଯାଏଁ ଦାରିଙ୍ଗବାଡିରେ ପାରଦ ଆହୁରି ଖସିବ ବୋଲି ପାଣିପାଗ ବିଜ୍ଞାନ…

ଜାଡରେ ଥରୁଛି ଓଡିଶା, ଆଗାମୀ ୫ ଦିନ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ୯ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ, ବଲାଙ୍ଗିର, କୋରାପୁଟ, ଫୁଲବାଣୀରେ ତାପମାତ୍ରା ରହିଛି । ଫୁଲବାଣୀ ଓ କୋରାପୁଟରେ…

ରାଜ୍ୟରେ ଆସନ୍ତା ୪-୫ ଦିନରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟର ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା…

ରାଜ୍ୟ ସାରା ଶୀତର ପ୍ରକୋପ

ଭୁବନେଶ୍ବର: ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଆଉ ଥଣ୍ଡା କୋରାପୁଟ ଜିଲ୍ଲା ବାସିନ୍ଦାଙ୍କ ଦେହକୁ ଥରାଇ ଦେଉଛି। ସୁନ୍ଦରଗଡ଼ କୁହନ୍ତୁ କିମ୍ବା ପୁରୀ, ସାରା ରାଜ୍ୟରେ ଏବେ ଶୀତ ଲହରୀ ତାର ପ୍ରଭାବ ବିସ୍ତାର କରିଲାଣି। ସନ୍ଧ୍ୟା ଶୀଘ୍ର ନଇଁ ଆସୁଥିବା ବେଳେ ରାତି ଏବେ ଅପେକ୍ଷାକୃତ ଲମ୍ବା।…