Browsing Tag

COVAXIN

କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି

ନୂଆଦିଲ୍ଲୀ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ୍ ଭରତ ବାୟୋଟେକ୍ ର କୋଭିଡ୍-୧୯ ଟୀକା କୋଭାକ୍ସିନ୍ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛନ୍ତି | ଖୁବ୍ ଶୀଘ୍ର ଏହି ଟିକାକୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରି ମିଳିବ ବୋଲି ସେ କହିଛନ୍ତି ।…

ଆମେରିକୀୟ ସଂସ୍ଥାର ଅଧ୍ୟୟନରେ ଦାବି, ଡେଲ୍‌ଟା ଭାରିଆଣ୍ଟ୍ ଉପରେ କୋଭାକ୍ସିନ ପ୍ରଭାବୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଡେଲ୍‌ଟା ଭାରିଆଣ୍ଟ୍ ଉପରେ ଭାରତୀୟ ଟିକା ‘କୋଭାକ୍ସିନ୍‌’ ବେଶ୍ ପ୍ରଭାବୀ ସାବ୍ୟସ୍ତ ହେଉଛି । ଭାରତରେ ଦ୍ୱିତୀୟ ଲହରୀ ପାଇଁ ଦାୟୀ କୁହାଯାଉଥିବା ଏହି ଭାରିଆଣ୍ଟ୍ କୁ ରୋକିବାରେ କୋଭାକ୍ସିନ୍ ଟିକା ସମର୍ଥ ବୋଲି ଆମେରିକାର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସଂସ୍ଥା…

ଡବ୍ଲ୍ୟୁଏଚ୍‌ଓ ସହ ଭାରତ ବାୟୋଟେକ୍‌ର ବୈଠକ ଆଜି, କୋଭାକ୍ସିନ ଟିକାକୁ ମିଳିପାରେ ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋଭାକ୍ସିନ’କୁ ଶୀଘ୍ର ସ୍ୱୀକୃତି ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) । କୋଭାକ୍ସିନ ପାଇଁ ଭାରତ ବାୟୋଟେକ୍ ଦ୍ୱାରା ଦାଖଲ କରାଯାଇଥିବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ)କୁ ଡବ୍ଲ୍ୟୁଏଚ୍‌ଓ ଗ୍ରହଣ…

କୋଭାକ୍ସିନ ଟିକା ୭୭.୮% ପ୍ରଭାବୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟକୁ ବିଶେଷଜ୍ଞ କମିଟିର ମଞ୍ଜୁରି

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳ ପ୍ରକାଶ ପାଇଛି । ଏହି ଟିକା କୋଭିଡ୍-୧୯ ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ର…

‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ

ନୂଆଦିଲ୍ଳୀ: ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିଛି । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବାର ପାଞ୍ଚ ମାସ ପରେ ଭାରତ ବାୟୋଟେକ୍ ନିଜ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଛି । ଭାରତ…

ଆଇସିଏମ୍ଆର୍ ର ଦାବି: କରୋନାର ଅଧିକାଂଶ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ ‘କୋଭାକ୍ସିନ’ ଟିକା

ନୂଆଦିଲ୍ଲୀ - ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ରେକର୍ଡ ସ୍ତରରେ ପହଞ୍ଚୁଛି। ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କୋଟିରୁ ଅଧିକ ଲୋକଙ୍କୁ ଟୀକା ଡୋଜ୍ ଦିଆଯାଇଛି। ଏହାରି ଭିତରେ 'କୋଭାକ୍ସିନ'କୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍…