Browsing Tag

COVID-19 3rd Wave

ରାଜ୍ୟରେ ଅକ୍ଟୋବର ଶେଷଆଡକୁ ତୃତୀୟ ପ୍ରବାହ : ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର- କୋରୋନା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପୁଣି ଥରେ ସଂକ୍ରମିତ ହେଲେ ରୋଗୀଙ୍କ ଅବସ୍ଥା ଗୁରୁତର ରହୁଛି । ଜେନମ ସିକ୍ୟୁଏନସ୍କିକୁ ବଦଳାଇବାକୁ ହେବ ବୋଲି ସେ କହିଛନ୍ତି । ଏହାଦ୍ୱାରା ନୂଆ ଷ୍ଟ୍ରେନ ଉପରେ ନଜର ରଖିହେବ । ନଭେମ୍ବର ଯାଏଁ ଆମକୁ କୋଭିଡ…

ଆଇସିଏମ୍‌ଆର୍‌ର ଚେତାବନୀ, ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରୀ ଆସନ୍ନ ବୋଲି ଚେତାବନୀ ଦେଇଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) । ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହରୀ ଆସିବା ସମ୍ଭାବନା ରହିଛି ବୋଲି ଦେଶର ଏହି ସର୍ବୋଚ୍ଚ ଭେଷଜ ସଂସ୍ଥା ଚେତାଇଛି । ତେବେ ଦ୍ୱିତୀୟ ଲହରୀ ତୁଳନାରେ ତୃତୀୟ ଲହରୀର…

ତୃତୀୟ ଲହରୀ ପ୍ରକୋପ କମ୍ ରହିବ: ଆଇସିଏମ୍‌ଆର ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହରୀ ଆସିବା ଥୟ । ହେଲେ ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀର ପ୍ରକୋପ ଏତେ ଭୀଷଣ ହେବ ନାହିଁ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର) ଏବଂ ଲଣ୍ଡନର ଇମ୍ପେରିଆଲ କଲେଜର ମିଳିତ ଗବେଷଣାରେ ଏଭଳି ପୂର୍ବାନୁମାନ କରାଯାଇଛି । ଯଦି ଅଧିକ…

କୋରୋନାର ତୃତୀୟ ଲହରୀ ଆସିଲେ ଆଗୁଆ ଜଣାପଡିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଦେଶରେ କୋରୋନାର ଦ୍ୱିତୀୟ ଲହରୀ ହ୍ରାସ ପାଇଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରୀକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ସମ୍ଭାବ୍ୟ ତୃତୀୟ ଲହରୀ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ମତ ରଖିଛନ୍ତି । ତୃତୀୟ ଲହରୀ ଆସିବା ନେଇ ଆଗୁଆ…

୬ ରୁ ୮ ସପ୍ତାହ ମଧ୍ୟରେ ଆସିପାରେ ତୃତୀୟ ଲହର, ସତର୍କ କରାଇଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣରୁ ମୁକୁଳି ନଥିବା ଭାରତ ଉପରେ ତୃତୀୟ ଲହରୀ ବିପଦ ବଢ଼ିଲାଣି । ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ଥୟ ବୋଲି ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।  ପୂର୍ବରୁ ବିଶେଷଜ୍ଞ ମଧ୍ୟ ଭାରତରେ ତୃତୀୟ ଲହରୀ ଆଶଙ୍କା ନେଇ…

କୋରୋନାର ତୃତୀୟ ପ୍ରବାହ ପାଇଁ ଓଡିଶା ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ୱର- ମହାରାଷ୍ଟ୍ରରେ କୋରୋନାର ତୃତୀୟ ପ୍ରବାହ ଅପେକ୍ଷାକୃତ ଶୀଘ୍ର ଆସିପାରେ । ଏ ନେଇ ମହାରାଷ୍ଟ୍ର ସରକାର ଚେତାବନୀ ଦେଲା ପରେ ଅନ୍ୟ ରାଜ୍ୟରେ ବି କୋରୋନାର ତୃତୀୟ ପ୍ରବାହ ଶୀଘ୍ର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତୃତୀୟ ପ୍ରବାହ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି…

କୋରୋନାର ତୃତୀୟ ଲହର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଆଜିଠାରୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଂଚ ଅଭିଯାନ

ବ୍ରହ୍ମପୁର- କୋରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିଶୁମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା ପାଇଁ ସବୁ ପ୍ରକାର ବିଶେଷ ବ୍ୟବସ୍ଥା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ…