Browsing Tag

Ganjam District

କୋଭିଡ ଟେଷ୍ଟିଂରେ ନୂଆ ମାଇଲଖୁଂଟ,ଗଂଜାମ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଟେଷ୍ଟିଂ , କୋଭିଡ ପରିଚାଳନାରେ ସଫଳ ହୋଇଛି ଗଂଜାମ…

ବ୍ରହ୍ମପୁର : କୋଭିଡ ଟେଷ୍ଟିଂରେ ଗଂଜାମ ଜିଲ୍ଲାର ନୂଆ ମାଇଲଖୁଂଟ । ଜିଲ୍ଲାରେ କୋଭିଡ ଟେଷ୍ଟିଂ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଓ ଗଂଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର କୋଭିଡ ପରିଚାଳନା ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି…

ରାଜ୍ୟ ସରକାରଙ୍କ ଅନୁରୋଧ ରଖିଲା ରେଳବାଇ: ଗଂଜାମ ରେ ରହିବନି ଯାତ୍ରୀବାହି ଟ୍ରେନ

ଭୁବନେଶ୍ୱର: କୋଭିଡ-୧୯ ଭୁତାଣୁର ମାତ୍ରାଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯତ୍ନଶୀଳ ହେବାପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ଷ୍ଟେସନ ସହିତ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବା ସହିତ…