Browsing Tag

Ganjam Police

ରାଜ୍ୟ ସରକାରଙ୍କ ପୋଲିସ ସଂସ୍କାରର ସୁଫଳ: ଦେଶର ଟପ୍-୩ ଥାନା ମଧ୍ୟରେ ଗାଙ୍ଗପୁର

ଛତ୍ରପୁର: ଶାସନ ଓ ପ୍ରଶାସନର ସବୁ କ୍ଷେତ୍ରରେ ଉନ୍ନତିମୂଳକ ପ୍ରୟୋଗ ସହ ରୂପାନ୍ତରଣ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, କ୍ରୀଡ଼ା ଅଥବା ପୋଲିସ ବିଭାଗ, ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ…

ଗଂଜାମ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ତିନି ମୁଖ୍ୟ ଅଭିଯୁକ୍ତ । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ବ୍ୟବସାୟିକ କାରଣରୁ ଦେବରାଜଙ୍କୁ ଗୁଳି କରି…

ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ, ଉଚ୍ଚସ୍ତରୀୟ ବୈଠକରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା

ବ୍ରହ୍ମପୁର – ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଉ ଡିଜିପି ଅଭୟ ସ୍ଥାନୀୟ ଡିଆଇଜି କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର…

ଗଞ୍ଜାମ: ପ୍ରଶାସନର ମିଳିତ ଚଢାଉ ,ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

ବଡଗଡ଼: ଗଞ୍ଜାମ ଜିଲ୍ଲାର ବଡଗଡ଼ ଥାନା ଅନ୍ତର୍ଗତ ଗଉଡଗୋଠ ପେଡିପଦର ଘାଟି ଅଞ୍ଚଳରେ ଲାଗିଥିବା ପ୍ରାୟ ୮୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ ଏହି ଚଢାଉ କରିଥିବା ବେଳେ ବିପୁଳ…

୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଆସିକା ପୋଲିସ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ବଡ ଧରଣର ସଫଳତା । ଅପରାଧୀ ଦମନ ଅଭିଯାନରେ ଆସିକା ପୋଲିସ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୦ଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି, ୧୨ଟି ବୋମା ଜବତ କରାଯାଇଛି । ଏହାଛଡା ୪ଟି ବାଇକ ଓ ବିଭିନ୍ନ…

୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ ଠାବ କଲା ଗଂଜାମ ପୁରୁଷୋତମପୁର ପୋଲିସ, ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ

ବ୍ରହ୍ମପୁର-ଗଂଜାମ ଜିଲ୍ଲା ପୁରୁଷୋତମପୁର ଚାଙ୍ଗୁଡିପଦର ସାହି ନିବାସୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରେ ହୋଇଥିବା ଡକାୟତିର ପର୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ  ମାଷ୍ଟରମାଇଣ୍ଡ ସମେତ ୧୦ ଜଣଙ୍କୁ ପୁରୁଷୋତମପୁର ପୋଲିସ ଗିରଫ କରିବା ସହ ଅଭିଯୋଗକାରୀଙ୍କ ଘରୁ ଚୋରି ହୋଇଯାଇଥିବା କୋଟିଏ…