Browsing Tag

IFC Officer

ଭିଜିଲାନ୍ସ ମାମଲାରେ ପାଠକ ବାପ-ପୁଅଙ୍କୁ ଜାମିନ, କିନ୍ତୁ କ୍ରାଇମବ୍ରାଂଚ ମାମଲା ଥିବାରୁ ଜେଲରେ ହିଁ ରହିବେ

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟରୁ ଜାମିନ ମିଳିଛି । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗିରଫ କରିବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରି ନ ପାରିବାରୁ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ…

ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ସୁପାରିଶ ଘଟଣା ପ୍ରଥମ ।…

ଅଭୟକାନ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଲା ଏସଆଇଟି

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ଏ ନେଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି । ପାଠକ ବାପା-ପୁଅଙ୍କ ଆକାଉଂଟ ବାବଦରେ ଖୋଳତାଡ କରିବ ଏସଆଇଟି । ଅଭୟକାନ୍ତ ପାଠକ, ଅନ୍ୟ କେତେକଙ୍କ ନାଁରେ ଆକାଉଂଟ ଖୋଲି ଟଙ୍କା ରଖୁଥିବା…

ଅଭୟକାନ୍ତଙ୍କ ଅୟସ : ଦ୍ୱିତୀୟ ଦିନ ଚଢାଉ ପରେ ଭିଜିଲାନ୍ସର ସୂଚନା, ମିଳିଛି ୬୦ ଲକ୍ଷ ଟଙ୍କା ଓ ୮ ଶହ ଗ୍ରାମ ସୁନା, ପୁଅ…

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ ପରେ ଜବତ ସଂପତି ସଂପର୍କରେ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ ଅଭୟଙ୍କଠାରୁ ୬୦ ଲକ୍ଷ ଟଙ୍କା ଓ ୮ ଶହ ଗ୍ରାମ ସୁନା ମିଳିଛି । ୨୩ ଲକ୍ଷ ଟଙ୍କାର ସୁନାକିଣା ରସିଦ ମଧ୍ୟ ଜବତ ହୋଇଛି । ପୁଅ ନାଁରେ ୯ କୋଟି ୪୦ ଲକ୍ଷ ଟଙ୍କାର…

ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ଜଣେ ଠକ, ଚାକିରୀ ଦେବା ନାଁରେ ମୋଟା ରକମ ନେଇ ଲୋକଙ୍କୁ ଠକିଥିବା ଅଭିଯୋଗ

ଭୁବନେଶ୍ୱର- ବାପା ତ ବାପା , ପୁଅ ବି କିଛି କମ୍ ନୁହନ୍ତି । ଆୟ ବହିର୍ଭୂତ ସଂପତି ଠୁଳ, ବିଳାସ ଓ ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀ ପାଇଁ ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ନାମରେ ଆସିଛି ସଂଗୀନ ଠକେଇ ଅଭିଯୋଗ । ଟାଟା ମୋଟର୍ସ କଂପାନିର ଅଧିକାରୀ ଭାବେ…