Browsing Tag

Nayagarh ‘Pari’ Murder Case

ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ନାବାଳିକାଙ୍କ ଗାଁ ଯିବେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ହାଇକୋର୍ଟଙ୍କ ତଦାରଖରେ ନାବାଳିକା ମୃତ୍ୟୁ ମାମଲାର ତଦନ୍ତ ହେବ । ଗତ ସପ୍ତାହରେ ମାମଲାର ଏସଆଇଟି ତଦନ୍ତ ପାଇଁ ଗୃହ…

ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଏସଆଇଟି ଯାଂଚ ନିଷ୍ପତିକୁ ବିଜୟଙ୍କ ସମର୍ଥନ

ଭୁବନେଶ୍ୱର- ନୟାଗଡ ନାବାଳିକା ମୃତ୍ୟୁ ମାମଲାରେ ହାଇକୋର୍ଟ ତଦାରଖରେ ଏସଆଇଟି ଯାଂଚ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ହାଇକୋର୍ଟଙ୍କ ତଦାରଖରେ ମାମଲାର ଏସଆଇଟି ଯାଂଚ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର କିଛି…

ନୟାଗଡ ନାବାଳିକା ମୃତ୍ୟୁ ମାମଲା : କୋର୍ଟ ତଦାରଖରେ ଏସଆଇଟି ତଦନ୍ତ ସଂପର୍କିତ ବିଜ୍ଞପ୍ତିକୁ ବିଧାନସଭାରେ ଉପସ୍ଥାପିତ…

ଭୁବନେଶ୍ୱର - ନୟାଗଡ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ବିରୋଧୀମାନେ ହଟ୍ଟଗୋଳ ଜାରି ରଖିଛନ୍ତି । ଏଣେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କୋର୍ଟ ତଦାରଖରେ ଘଟଣାର ଏସଆଇଟି ଯାଂଚ ହେବ ବୋଲି ବିଧାନସଭାରେ କହିଥିଲେ । ପରେ ମନ୍ତ୍ରୀ ଏ ସଂପର୍କିତ ଗୃହ ବିଭାଗର ବିଧିବଦ୍ଧ…

ପରୀ ହତ୍ୟା ମାମଲା : କୋର୍ଟଙ୍କ ତଦାରଖରେ ଏସଆଇଟି ଯାଂଚ୍ ଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଘୋଷଣା, ଖୁବ ଶୀଘ୍ର ଗୃହ…

ଭୁବନେଶ୍ୱର- ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରାଜନୈତିକ ହଟଚମଟ ଜାରି ରହିଛି । ବିଧାନସଭାରେ ଏ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିବା ବେଳେ ମାମଲାର ଏସଆଇଟି ତଦନ୍ତ ସଂପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କୋର୍ଟ ତଦାରଖରେ…

ନୟାଗଡ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନୟାଗଡ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଆଇନର ଶାସନ…