Browsing Tag

New Zealand

ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲ: ପ୍ରଥମ ଇନିଂସରେ ଭାରତ ୨୧୭ରେ ଅଟକିଲା, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥମ୍ପଟନ,୨୦ ।୬: ଭାରତର ବ୍ୟାଟିଂ ଲାଇନ ଅପକୁ ଘାଇଲା କରିଛନ୍ତି ନ୍ୟୁଜିଲାଣ୍ଡର ଯୁବ ପେସର କାଇଲ ଜାମିସନ । ଜାମିସନଙ୍କ ଘାତକ ବୋଲିଂର ସାମ୍ନା କରିନପାରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଯାଇଛି । ଏହାର ଜବାବରେ…

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ

ସାଉଥମ୍ପଟନ: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । କ୍ରିକେଟର ଏହି କ୍ଲାସିକାଲ ଫର୍ମାଟରେ ଶ୍ରେଷ୍ଠତ୍ୱ ପାଇଁ ସାଉଥମ୍ପଟନର ଏଜିସ୍ ବାଉଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ମୁକାବିଲା କେନ୍ ୱିଲିୟମସନଙ୍କ…

ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ

ଦୁବାଇ - କୋଭିଡ୍-୧୯ ଯୋଗୁଁ ଅଷ୍ଟ୍ରେଲିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ ରହିବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡର ଏବେ ୭୦ ପ୍ରତିଶତ ପଏଣ୍ଟ୍ ରହିଛି । ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ…

ଦ୍ୱିତୀୟ ଟି୨୦ରେ ପାକିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ସିରିଜ୍ ବିଜୟୀ

ହାମିଲଟନ - ଓପନର ଟିମ୍ ସାଇଫର୍ଟଙ୍କ ବିସ୍ଫୋରକ ଇନିଂସ୍ ବଳରେ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ପାକିସ୍ତାନକୁ ହରାଇଛି । ଏଥିସହ ନ୍ୟୁଜିଲାଣ୍ଡ ୨-୦ ଅପରାଜେୟ ଅଗ୍ରଣୀ ସାଙ୍ଗକୁ ତିନି ମ୍ୟାଚ୍ ସିରିଜ୍ ଆଗୁଆ ଜିତିନେଇଛି । ପ୍ରଥମେ ବ୍ୟାଟିଂ କରି…