Browsing Tag

Odisha Government

ନୀତି ଆୟୋଗର ଉନ୍ନତ ଭିତ୍ତିଭୂମି ମାନ୍ୟତା ତାଲିକା : ପ୍ରଥମ ତିନିଟି ସ୍ଥାନରେ ଓଡିଶାର ତିନିଟି ଜିଲ୍ଲା

ଭୁବନେଶ୍ୱର – ନବୀନ ସରକାରଙ୍କ କାର୍ଯ୍ୟକୁ ପୁଣି ଜାତୀୟ ସ୍ତରରେ ସ୍ୱୀକୃତି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ଉନ୍ନତ ଭିତ୍ତିଭୂମି ମାନ୍ୟତା ତାଲିକାରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ଓଡିଶାର ତିନିଟି ଜିଲ୍ଲା । ନୀତି ଆୟୋଗ ତାଲିକାରେ ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ…

ସଫଳତାର ସହ ଚାଲିଛି କୋଭିଡ ଟିକାକରଣ, ୪୫ ଦିନରେ ୧୦ ଲକ୍ଷ ଡୋଜ୍‌, କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର –ରାଜ୍ୟରେ କୋଭିଡ ଟିକାକରଣ ସୁରୁଖୁରୁରେ ଚାଲିଛି । କୋଭିଡ ଟିକାକରଣରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି । ମାତ୍ର ୪୫ ଦିନରେ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଡୋଜ୍ ଟିକା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଭାଗ କୋରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଇଛି ।…

ନୂଆପଡାର ଚିତ୍ର ବଦଳାଇବ ଲୋୟର ଇନ୍ଦ୍ର ପ୍ରକଳ୍ପ ୩ ଦଶନ୍ଧିର ସ୍ୱପ୍ନକୁ ସାକାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡା : ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଆସିଥିବା ନୂଆପଡ଼ା ଏବେ ବିକାଶର ନୂଆ କାହାଣୀ ଲେଖିବାକୁ ଯାଉଛି । ଦିନେ ଅନାହାର ମୃତ୍ୟୁ , ପିଲାବିକ୍ରି ପାଇଁ ଅପଯଶ ପାଇଥିବା ଏହି ଜିଲ୍ଲା ଏବେ କୃଷିର ହାଣ୍ଡିଶାଳରେ ପରିଣତ ହେବାକୁ ଯାଉଛି । ୩ ଦଶନ୍ଧି ତଳୁ ଲୋକଙ୍କୁ କେବଳ ସ୍ଵପ୍ନ ଦେଖାଇ ଆସିଥିବା…

ରାଏଜର୍ ସଭୁ ମାଁ ବହେନ୍ କୁଁ ମୁଖ୍ୟମନ୍ତ୍ରୀ ବରକସ୍ କଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେବାପରେ ସମ୍ବଲପୁର ହୁମା ଅଞ୍ଚଳର ତ୍ରିଲୋଚନ ଏସଏଚଜିର ଜଣେ ସଦସ୍ୟା ମୋହିନୀ ଭୋଇ ମୁଖ୍ୟମନ୍ତ୍ରୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ସମ୍ବଲପୁର: ନବୀନ୍ ସରକାର୍ ସମିଆ ଥିଁ କୁଡେ ବଛରେଁ ମାଁ ବହେନ୍ କର୍…

ଜଙ୍ଗଲ ନିଆଁ ପରିଚାଳନା ନେଇ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ଜଙ୍ଗଲ ନିଆଁ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ଓ ଏଚଓଏଫଏଫ ଓଡିଶା,ଡକ୍ଟର ସନ୍ଦୀପ ତ୍ରିପାଠୀ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ । ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନରେ ଆଜିଠାରୁ ୧୫ ଦିନ ଯାଏଁ ଜଙ୍ଗଲ ନିଆଁ…

ମହିଳା ଦିବସରେ ବିଭିନ୍ନ ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆନ୍ତର୍ଜାତିକ ମହିଳା ଦିବସରେ ସଶକ୍ତିକରଣର ଧାରାକୁ ଆହୁରି ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ୱରରେ ୧୦୦ ଅନ୍ତେବାସୀଙ୍କ ପାଇଁ କର୍ମଜୀବୀ ମହିଳା ନିବାସ ଓ ବିଭିନ୍ନ କାର୍ଯ୍ୟକୁ…