Browsing Tag

Odisha Government

କ୍ୟାବିନେଟ ନିଷ୍ପତ୍ତି : ସାମାଜିକ ସୁରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ,ରାଜ୍ୟର ସବୁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନିର୍ମାଣ…

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସାମାଜିକ ସୁରକ୍ଷା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ରାଜ୍ୟର ସବୁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ…

କ୍ୟାବିନେଟ ବୈଠକ : ୨୭ଟି ପ୍ରସ୍ତାବରେ ମୋହର, ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ ମଞ୍ଜୁରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ମୋହର ବାଜିଛି । ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଣିକି ବୟନ ଓ ହସ୍ତଶିଶଳ୍ପ ବିଭାଗରେ ଗ୍ରୁପ୍ –ଏ ଓ ବି କର୍ମଚାରୀ କାମ କରିପାରିବେ…

ମୋ ଜଙ୍ଗଲ ମୋବାଇଲ୍ ଆପ୍ ଲୋକାର୍ପିତ

ଭୁବନେଶ୍ୱର : ଶୁକ୍ରବାର, ଜଙ୍ଗଲ ଓ ପରିବେଶ , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୋ ଜଙ୍ଗଲ ମୋବାଇଲ୍ ଆପ୍ ଏବଂ Know your Forest Land ମୋବାଇଲ୍ ଆପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଏହି ଉପଲକ୍ଷେ ଅନୁଷ୍ଠିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଆରୁଖ ଯୋଗ ଦେଇ କହିଲେ ଯେ…

‘ପରୀକ୍ଷା ଦର୍ପଣ’ ପୁସ୍ତକକୁ ନେଇ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦର୍ପଣ ବହି ବଂଟନ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ଦର୍ପଣ ବହି ପ୍ରକାଶନ ମହତ ଉଦ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଗଣଶିକ୍ଷା ବିଭାଗର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏଥିପାଇଁ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ବଳକା ଟିକା ଆଜିଠୁ ଦିଆଯିବ

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ବାକି ଥିବା କୋରୋନା ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇ ନ ଥିବା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଆଜିଠାରୁ ଟିକା ଦିଆଯିବ । ଏହି ପ୍ରକ୍ରିୟା ଆସନ୍ତାମାସ ୧୦ ତାରିଖରେ ଶେଷ ହେବ । ଆଜି ଭୁବନେଶ୍ୱରରେ ଓ ଆସନ୍ତାକାଲିଠାରୁ ସାରା…