Browsing Tag

Odisha Police

ମାଲକାନଗିରି ଗସ୍ତରେ ଡିଜିପି, ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ନେଇ ସମୀକ୍ଷା

ମାଲକାନଗିରି – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାଲକାନଗିରି ଗସ୍ତ କରିଛନ୍ତି । ଡିଜିପି ଅଭୟ ମାଲକାନଗିରି ଜିଲ୍ଲା ମୋଟୁ ସୀମା ଗସ୍ତ କରିଥିଲେ । ଏମଭି -୮୮ରେ ସେ ବିଏସଏଫ ଶିବିର ପରିଦର୍ଶନ କରି ଯବାନମାନଙ୍କ ସହ ଆଲୋଚନା କରିଛନ୍ତି ।…

କୋଭିଡ ନିୟନ ନ ମାନି ଏପ୍ରିଲ ମାସରେ ୪୧୮ ଅମାନିଆ ଗିରଫ : ଡିଜିପି

ଭୁବନେଶ୍ୱର- ରାଜ୍ୟରେ କୋରୋନାର ମୁକାବିଲା ନେଇ ଡିଜିପି ଅଭୟ ପ୍ରେସମିଟ୍ କରି କହିଛନ୍ତି ଯେ, ଏବେ ବି ବହୁ ଅମାନିଆ କୋଭିଡ ନିୟମ ମାନୁନାହାନ୍ତି । ସେମାନଙ୍କୁ ସତର୍କ କରିଛନ୍ତି ଡିଜିପି । ଅପରାଧ ନିୟନ୍ତ୍ରଣ ପୋଲିସର ମୁଖ୍ୟ କାମ । ଏଥିରେ ସନ୍ତୋଷ ମିଳେ । କିନ୍ତୁ ବର୍ତ୍ତମାନର ସ୍ଥିତିରେ…