Browsing Tag

Odisha

ଆଉ ୨୨ କେରୋନା ରୋଗୀଙ୍କ ମୃତ୍ୟୁ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୩୫

ଭୁବନେଶ୍ୱର- କୋରୋନାରେ ରାଜ୍ୟରେ ଗତ ୨୪ ଘଂଟାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାୟଗଡା ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୩, କୋରାପୁଟରୁ ୩, ନୂଆପଡାରୁ ୩, ସୁନ୍ଦରଗଡରୁ ୩ ଓ ଅନୁଗୁଳ ଜିଲ୍ଲାରୁ ୨ ଓ ପୁରୀ…

ଦିନକରେ ରାଜ୍ୟରେ ୧୦ ହଜାର ୭୫୭ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୯୭୩

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ ହଜାର ୭୫୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୪ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୭୩୩ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ତାଲିକାରେ ପ୍ରଥମ ଥର ପାଇଁ କଟକ ଜିଲ୍ଲା ଶୀର୍ଷରେ ରହିଛି । କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଆକ୍ରାନ୍ତ…

ମନୋବଳ ମଜବୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେବଳ ଯେ ରାଜ୍ୟର ଶାସନ ମୁଖ୍ୟ ଭାବେ ନିଜ ଦାୟିତ୍ବ ବା କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ତା ନୁହେଁ । ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ନିଜ ପରିବାର ବିଚାର କରି ତାହାର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ ବିରୋଧରେ ଲଢେଇ ପାଇଁ…

ମେ ଶେଷ ବା ଜୁନ ପ୍ରଥମ ସପ୍ତାହରେ ରାଜ୍ୟରେ ହ୍ରାସ ପାଇବ ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଉପରେ ହିଁ ରହିଛି । ତେବେ, ଏଭଳି ଧାରା ଆଉ କିଛି ଦିନ ଜାରି ରହିବ । ଦୈନିକ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ଆସନ୍ତା ୧ ସପ୍ତାହ ଯାଏଁ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି…