Browsing Tag

Odisha

କୋଭିଡ ଟିକା ନେଲେ ପୋଲିସ ଡିଜି ଓ ପୋଲିସ କମିଶନର

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପୋଲିସ ଡିଜି ଅଭୟ କୋରୋନା ଟିକା ନେଇଛନ୍ତି । କଟକ ଇଣ୍ଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି ପୋଲିସ ଡିଜି । ଟିକା ସୁରକ୍ଷିତ ବୋଲି ପୋଲିସ ଡିଜି କହିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଟିକା ନେଇଛନ୍ତି ।…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ , ଗଂଜାମ ଜିଲ୍ଲାପାଳ ଓ ଏସପି ନେଲେ ଟିକା

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯାଉଛି ଟିକା । ପୋଲିସ ଓ ପ୍ରାଶାସନିକ ଅଧିକାରୀ ଓ ଅନ୍ୟ କର୍ମଚାରୀ ଟିକା ନେବେ । ସବୁ ଜିଲ୍ଲାର ଜିଲ୍ଲାପାଳ, ପୌର କମିଶନର, ପୋଲିସ ଡିଜି, ହୋମଗାର୍ଡ ଡିଜି ଓ ପୋଲି ଓ…

ଆସନ୍ତାକାଲି ପୋଲିସ ଓ ପ୍ରାଶାସନିକ ଅଧିକାରୀମାନେ ନେବେ କୋରୋନା ଟିକା, ଟିକା ନେବାବେଳର ଫଟୋ ଟ୍ୱିଟ୍ କରିବେ

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟରେ ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯିବ ଟିକା । ଏ ସଂପର୍କରେ ସବୁ ଜିଲ୍ଲାପାଳ, ପୌର କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଆସନ୍ତାକାଲି ସମସ୍ତ ବରିଷ୍ଠ…

ରେଳ ବଜେଟ ନୈରାଶ୍ୟଜନକ, ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ନାହିଁ : ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ -ରେଳ ବଜେଟକୁ ନୈରାଶ୍ୟଜନକ ବୋଲି ବିଜେଡି ପ୍ରତିକ୍ରିୟା ଦେଇଛି । ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ରେଳ ବଜେଟକୁ ଅତି ନୈରାଶ୍ୟଜନକ ବୋଲି କହିବା ସହ ଏଥିରେ ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା…