Browsing Tag

Odisha

ଏଥର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ନମ୍ବର ପ୍ରଶ୍ନ, ୫୦ ଅବଜେକ୍ଟିଭ, ୩୦ ସବଜେକ୍ଟିଭ

ଭୁବନେଶ୍ୱର- ଏଥର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟ ପାଇଁ ୮୦ ନମ୍ବର ପ୍ରଶ୍ନ ରହିବ । ଏଥିମଧ୍ୟରୁ ୫୦ ମାର୍କ ଅବଜେକଟିଭ ଓ ୩୦ ମାର୍କ ସବଜେକଟିଭ ପ୍ରଶ୍ନ ରହିବ । ମାତ୍ର ୧୦୦ ମାର୍କର ମୂଲ୍ୟାୟନ କରାଯିବ । ୮୦ ମାର୍କର ରେଜଲ୍ଟ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ପିଲାଏ ଆଭରେଜ ନମ୍ବର ପାଇବେ ।…

୨ ରେ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ଶିଳାନ୍ୟାସ

ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁରରେ ପ୍ରତିଷ୍ଠା ସମଗ୍ର ରାଜ୍ୟର ଉଚ୍ଚଶିକ୍ଷାର ମାନକୁ ଅଧିକ ଉଜ୍ଜଳ କରିଛି । ଆସନ୍ତା ୨ ତାରିଖରେ ଏହାର ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ ପାଇଁ ଶିଳାନ୍ୟାସ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିବେ…