Browsing Tag

Pradeep Panigrahi Fraud Case

ଚାକିରି ଠକେଇ ମାମଲା : ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପଠାଗଲା ଜେଲ୍‌

ବ୍ରହ୍ମପୁର: ଟାଟା କଂପାନିରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ୩ଟି ଠକେଇ ମାମଲା ରୁଜୁ ହୋଇଛି । ସେଥିପାଇଁ ତାଙ୍କୁ ଆଜି ଭୁବନେଶ୍ୱରରୁ ବ୍ରହ୍ମପୁର…

ଠକେଇ ମାମଲାରେ ଜେରା ପାଇଁ ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଅଣାଯିବ

ବ୍ରହ୍ମପୁର – ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଆଜି ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣିବେ । ତାଙ୍କୁ କୋର୍ଟରେ ହାଜର କରାଯିବ । ସୂଚନା ଅନୁସାରେ ପ୍ରଦୀପଙ୍କୁ ରିମାଣ୍ଡରେ…

ଟାଟା ମୋଟର୍ସ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସର ରାତି ଅଧିଆ ଜେରା, ଆଜି ପୁଣି କରିବ ପଚରାଉଚରା

ଭୁବନେଶ୍ୱର- ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତି ଅଧିଆ ଜେରା କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଜେରା କରାଯାଇଥିଲା ।…

ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଂଚ

ଭୁବନେଶ୍ୱର-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ତାଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି । ଟାଟା ମୋଟର୍ସ ଚାକିରି ଠକେଇ ମାମଲାରେ ସର୍ବେଶ୍ୱରଙ୍କୁ ଜେରା କରିବ କ୍ରାଇମବ୍ରାଂଚ । ପୂର୍ବରୁ ଚାକିରି…

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ

ଭୁବନେଶ୍ୱର – ଟାଟା ମୋଟର୍ସ ଚାକିରି ଠକେଇ ମାମଲାରେ କ୍ରାଇମବ୍ରାଂଚ ଏସଆଇଟି ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତାଙ୍କୁ ଆଜି ଗିରଫ କରାଗଲା ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ଜାମିନ ଆବେଦନ ଖାରଜ ହେଲା ପରେ…

ଚାକିରି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର- ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ସର୍ବେଶ୍ୱର ରାଓଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି । ଠକେଇରେ ସର୍ବେଶ୍ୱରଙ୍କ ସଂପୃକ୍ତିର ପ୍ରମାଣ ମିଳିଲା ପରେ…