Browsing Tag

Puri Admin

ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ବର୍ଷା ଜାରି, ୬୮୮ ଜଣ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତର

ଭୁବନେଶ୍ୱର- ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ବର୍ଷା ଜାରି ରହିଛି । ଜିଲ୍ଲାର ୬ଟି ବ୍ଲକରେ ଏବେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପବନ ବହୁଛି । ଜିଲ୍ଲାରେ ଏ ଯାଏଁ ୬୮୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ୧୪ ଗର୍ଭବତୀ ଅଛନ୍ତି । କୃଷ୍ଣପ୍ରସାଦ ଘାଟରେ…

ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଶବ ଦାହ ପାଇଁ ଥିବା କଟକଣା ଆଜି ହଟିଲା

ପୁରୀ- ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର ଉପରେ ନେଇ ଦୀର୍ଘ ଦିନ ଥିବା କଟକଣା ଆଜି ହଟିଛି । ଆଜିଠାରୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଶବ ସତ୍କାର କରିପାରିବେ ।ତେବେ ଶବ ଦାହ ବେଳେ ମାତ୍ର ୧୦ ଜଣ ହିଁ ଉପସ୍ଥିତ ରହିପାରିବେ । ସେମାନଙ୍କ ପାଇଁ କୋଭିଡ…

ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ, ଆଜି ରାତିରୁ ସହରରେ ୧୪୪ ଧାରା

ପୁରୀ - ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସ୍ନାନପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସକାଳ ସାଢେ ୭ଟାରୁ ଜଳଲାଗି ହେବ । ସ୍ନାନପୂର୍ଣ୍ଣିମାରେ…