Browsing Tag

Puri Jagannath Temple

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ : ୩ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ କାର୍ଯ୍ୟ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ହୋଇଛି । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି । ୩ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଦୁଇ ଘଂଟା ବିଳମ୍ବରେ ସରିଲା ବେଶ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ…

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ୨୬ ତାରିଖ ରାତି ୨ଟାରେ ଆରମ୍ଭ ହେବ ବେଶ କାମ, ରହିବେ…

ପୁରୀ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି ଯେ, ୨୬ ତାରିଖ ରାତି ୨ଟାବେଳେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ରାତି୨ଟାରେ ଦ୍ୱାର ଫିଟାଯିବା ପରେ ବେଶ…

ଡିସେମ୍ବର ୧୬ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟିର ପ୍ରସ୍ତାବ, ଶନିବାର ଓ ରବିବାର…

ପୁରୀ – ଡିସେମ୍ବର ୧୬ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପ୍ରସ୍ତାବ ରଖିଛି । ପ୍ରସ୍ତାବରେ ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବା ପାଇଁ ଉଲ୍ଲେଖ ରହିଛି । ମହାପ୍ରଭୁଙ୍କ କୌଣସି ବେଶ ବେଳେ ବି ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖିବାକୁ ପ୍ରସ୍ତାବ…

ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଭକ୍ତଙ୍କ ଲାଗି ମନ୍ଦିର ଖୋଲିବା ସଂପର୍କରେ ବିସ୍ତୃତ ଆଲୋଚନା ସମ୍ଭାବନା

ପୁରୀ- ପୁରୀରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସୁଛି । ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ । ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ବୈଠକରେ ବିସ୍ତୃୃତ ଭାବେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାଛଡା ନାଗାର୍ଜୁନ ବେଶ ପ୍ରସ୍ତୁତିର ସମୀକ୍ଷା ମଧ୍ୟ…

ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି, ମାପଚୁପ କଲେ ଏଏସଆଇ ଟିମ୍

ପୁରୀ –ଶ୍ରୀମନ୍ଦିର ବାଇଶି ପାହାଚର ମରାମତି କରାଯିବ । ଏ ନେଇ ପ୍ରାଥମିକ କାମ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ପହଂଚି ପ୍ରତି ପାହାଚର ମାପଚୁପ ନିଆଯାଇଛି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ପକ୍ଷରୁ ୪ ଜଣିଆ ଦଳ ପାହାଚର ମାପଚୁପ କରିଛନ୍ତି । ବାଇଶି ପାହାଚର ପଥରଗୁଡିକୁ…

ଶ୍ରୀମନ୍ଦିରର ଶୋଭା ବୃଦ୍ଧି ହେବ , ରୁପାରେ ଝଲସିବ ମନ୍ଦିର ଭିତର ଓ ବାହାରର ଚାରିଦ୍ୱାର

ପୁରୀ : ଶ୍ରୀମନ୍ଦିରର ଶୋଭାବର୍ଧନ କରାଯିବ । ରୁପାରେ ଝଲସିବ ଶ୍ରୀନ୍ଦିରର ଭିତର ଓ ବାହାରର ଚାରିଦ୍ୱାର । କଟାବର ମରାମତି କରାଯିବ । ଏ ସମସ୍ତ ଦ୍ୱାରରେ ରୂପାର ଛାଉଣି ଦିଆଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାର ନୂଆ ଭାବେ ନିର୍ମାଣ ହେବ । ମନ୍ଦିରର…