Browsing Tag

PUri

ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ରାତି ଦୁଇଟାରୁ ନୀତିକାନ୍ତି, କୋରୋନା ମହାମାରୀ ଯୋଗୁଁ…

ପୁରୀ – ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଶ୍ରୀଜିଉ ନାଗାର୍ଜୁନ ବେଶ ପଡିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶତାବ୍ଦୀର ଏହା ହେବ ପ୍ରଥମ ନାଗାର୍ଜୁନ ବେଶ । ତେବେ ଏଥର କୋରୋନା ପରିସ୍ଥିତି ଯୋଗୁଁ ଭକ୍ତମାନେ…

ପୁରୀ ଗସ୍ତ କରି ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ ନିରାପତା ବଳୟରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବଡଦାଣ୍ଡରେ ପାଖାପାଖି ୩୦ ମିନିଟ କାଳ ଚାଲି ଚାଲି ସମୀକ୍ଷା କରିଥିଲେ…

ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ : ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆଶା ସଂଚାର ହୋଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ । କୋଭିଡ ନିୟମ ମାନି କିଭଳି ମନ୍ଦିର ଖୋଲାଯାିପାରିବ, ସେ ବିଷୟରେ ରିପୋର୍ଟ ମଗାଯାଇଛି । ପୁରୀ ଶ୍ରୀମନ୍ଦିର ପ୍ରଶାସକଙ୍କୁ ମଧ୍ୟ ରିପୋର୍ଟ ମଗାଯାଇଛି ।…