Browsing Tag

SIT

ନୟାଗଡ ନାବାଳିକା ହତ୍ୟା ମାମଲା : ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ ପାଇଁ ପକ୍ସୋ କୋର୍ଟରେ ଏସଆଇଟିର ଆବେଦନ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ –ଏସଆଇଟି ଆବେଦନ କରିଛି । ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଛି ଏସଆଇଟି । ଏହି…

ଯଦୁପୁରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ରିକ୍ରିଏସନ,ଏସଆଇଟିକୁ ଡେମୋ ଦେଖାଇଲା ଅଭିଯୁକ୍ତ

ନୟାଗଡ- ନୟାଗଡ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଯଦୁପୁରରେ କ୍ରାଇମ ସିନ ରିକ୍ରିଏଟ କରିଛି ଏସଆଇଟି । ନାବାଳିକା ପରୀ ସହ କିଭଳି ଜଘନ୍ୟ କାଣ୍ଡ ଭିଆଇଥିଲା, ସେ ନେଇ ଅଭିଯୁକ୍ତ ସରୋଜ ଡେମୋ ଦେଖାଇଛି । ଏସଆଇଟି ଆଜି ସରୋଜକୁ ଯଦୁୁପୁର ନେଇ କ୍ରାଇମ ସିନର ରିକ୍ରିଏସନ କରଇଥିଲେ । ସରୋଜ…

ନାବାଳିକା ହତ୍ୟା ମାମଲା : ଚାର୍ଜସିଟ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ- ନୟାଗଡ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାର୍ଜସିଟ ଦାଖଲ କରିବାକୁ ଓଡିଶା କ୍ରାଇମବ୍ରାଂଚ୍ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଏଣେ ମାମଲାର ସିବିଆଇ ଯାଂଚ ଦାବି କରି ଅଲଗା ଅଲଗା ପିଟିସନ…

ନୟାଗଡ ନାବାଳିକା ହତ୍ୟା ମାମଲାର ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି

କଟକ- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାର ଆଜି ଶୁଣାଣି ହାଇକୋର୍ଟରେ ହେବ । ମାମଲାର ତଦନ୍ତ ନେଇ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ସଦ୍ୟତମ ସୂଚନା ଦେବ ଏସଆଇଟି । ପୂର୍ବରୁ ବନ୍ଦ ଲଫାଫାରେ ମାମଲାର…

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟଙ୍କ ପ୍ରେସମିଟ୍ , ଅପରାଧ ନେଇ ଦେଲେ ଚାଂଚଲ୍ୟକର ତଥ୍ୟ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛି । ପ୍ରେସମିଟ୍ କରି ଏସଆଇଟି ମୁଖ୍ୟ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ନାବାଳିକା ପରୀକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା…