Browsing Tag

SIT

ଲକ୍ଷ୍ମୀପୁର ଖେରୀ ହିଂସାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଲା ଏସ୍ଆଇଟି, ଆଶିଷ ମିଶ୍ରଙ୍କ ବିରୋଧରେ ଚାଲିବ ହତ୍ୟା…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏସଆଇଟି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଚାଷୀଙ୍କୁ ଗାଡିରେ ଦଳିବାର ପୁରା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଅଭିଯୁକ୍ତଙ୍କ ଉପରେ ଲାଗୁ ହୋଇଥିବା ଦଫା ମଧ୍ୟ ଏବେ ଏସ୍ଆଇଟି ପରିବର୍ତ୍ତନ କରିଛି |…

ନୟାଗଡ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ

ନୟାଗଡ- ନୟାଗଡ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇନାହିଁ । ଅଭିଯୁକ୍ତର ସମ୍ମତି ନ ମିଳିବାରୁ ଜୁଭେଇନାଲ ଜଷ୍ଟିସ ବୋର୍ଡ ଏ ନେଇ ଏସଆଇଟିକୁ ଅନୁମତି ଦେଇନାହାନ୍ତି । ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ…

ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତର ନାର୍କୋ ଟେଷ୍ଟ ନେଇ ଏସଆଇଟି ଆବେଦନର ଶୁଣାଣି

ନୟାଗଡ- ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟର ଶୁଣାଣି ହେବ । ଏଥିପାଇଁ ଏସଆଇଟି ଆବେଦନ କରିଥିଲା । ଏସଆଇଟିର ଆବେଦନ ଉପରେ ଜୁଭେଇନାଲ ଜଷ୍ଟିସବୋର୍ଡରେ ଶୁଣାଣି ହେବ । ଏଥିପାଇଁ ନୟାଗଡରେ କ୍ରାଇମବ୍ରାଂଚ ଏସଆଇଟିର…

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ସାବାଳକ ପ୍ରମାଣ ପାଇଁ ଉଦ୍ୟମ ହେବ ବୋଲି କହିଲା ଏସଆଇଟି

ନୟାଗଡ-ବହୁଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ପକ୍ସୋ କୋର୍ଟ ନାବାଳକା ଦର୍ଶାଇବା ପରେ ଏସଆଇଟି ପକ୍ଷରୁ ପ୍ରତିକ୍ରିୟା ଆସିଛି । ଅଭିଯୁକ୍ତକୁ ସାବାଳକ ପ୍ରମାଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ୧୬ରୁ ୧୮ ବର୍ଷର ନାବାଳକ…