Browsing Tag

supreme court

ନୂଆ ପ୍ରାଇଭେସି ପଲିସି ନେଇ ହ୍ୱାଟ୍‌ସଆପ୍‌, ଫେସବୁକକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ - ନୂଆ ପ୍ରାଇଭେସି ପଲିସି ନେଇ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଫେସବୁକ୍ ଓ ହ୍ୱାଟ୍‌ସଆପ୍‌କୁ ନୋଟିସ୍ ଜାରି କରିଛନ୍ତି । ନୂଆ ପ୍ରାଇଭେସି ପଲିସି ନେଇ ହ୍ୱାଟ୍‌ସଆପ୍ ଓ ଫେସବୁକ୍ ଠାରୁ ସର୍ବୋଚ୍ଚ ନ୍ୟାୟାଳୟ ଲିଖିତ ପ୍ରତିଶ୍ରୁତି ଚାହିଁଛନ୍ତି ।…

ସବୁ ସ୍ଥାନରେ ଏବଂ ସବୁ ସମୟରେ ବିରୋଧ ପ୍ରଦର୍ଶନ ‌ହେଇପାରିବ ‌ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - ଶାହିନ୍ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଉପରେ ହୋଇଥିବା ପୂର୍ବ ରାୟରେ ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ବିରୋଧ ପ୍ରଦର୍ଶନ ଦ୍ୱାରା ସର୍ବସାଧାରଣ ସ୍ଥାନରେ ଅନ୍ୟମାନଙ୍କ ଅଧିକାର ପ୍ରଭାବିତ…

ମାନୁନି ଆନ୍ଧ୍ର, ଓଡିଶାର କଡା ଆପତ୍ତି ସତ୍ତ୍ୱ କୋଟିଆ ଫାଟୁସିନେରି ଗାଁରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

କୋରାପୁଟ- ଓଡିଶା ସରକାରଙ୍କ କଡା ଆପତ୍ତି ସତ୍ତ୍ୱେ ଆନ୍ଧ୍ର ପ୍ରଦେଶ ସରକାର କୋରାପୁଟ ଜିଲ୍ଲା କୋଟିଆରେ ପଂଚାୟତ ନିର୍ବାଚନ କରୁଛନ୍ତି । କୋଟିଆର ଫାଟୁସିନେରି ଗାଁରେ ପଂଚାୟନ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ…

କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଓଡିଶାର ଅଦାଲତ ଅବମାନନା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଅନୁପ୍ରବେଶ ନେଇ ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ଗତକାଲି ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ…

କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ନେଇ ଓଡିଶାର ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରିବା ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଆଗତ ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ହେବ ଏହି ମାମଲା ଶୁଣାଣି । ଯଥାସ୍ଥିତି ବଜାୟ ନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନୁନାହିଁ ।…

କୋଟିଆ ମାମଲା : ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ଆଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

କଟକ- କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଂଜର ୩ଟି ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ୧୯୬୮ ମସିହାରେ ସ୍ଥିତାବସ୍ଥା ପାଇଁ ନିଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ୨୦୦୬ରେ…

ଆଇଏନ୍ଏସ୍ ବିରାଟ’ ଭଙ୍ଗାଯିବା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ନୌସେନାର ସେବାରୁ ହଟାଯାଇଥିବା ବିମାନ ପରିବହନକାରୀ ଜାହାଜ 'ଆଇଏନ୍ଏସ୍ ବିରାଟ'କୁ ଭଙ୍ଗାଯିବା ନେଇ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଏନଭାଇଟେକ୍ ମେରାଇନ୍ କନ୍ସଲଟାଣ୍ଟସ୍ ଲିମିଟେଡ୍ ନାମକ ଏକ କମ୍ପାନୀ ୧୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ସଂଗ୍ରହାଳୟ ଭାବରେ ସଂରକ୍ଷଣ କରିବା…

ଦିଲ୍ଲୀ ହିଂସା ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ, ସରକାର ଓ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ, ଆଇନ…