ରାଜ୍ୟରେ ତିନିଟି ଜିଲ୍ଲାରେ ହେବ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ

ଭୁବନେଶ୍ୱର- ରାଜ୍ୟର ତିନିଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ ହେବ । ଗଞ୍ଜାମ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ହେବ ସେରୋସର୍ଭେ । ଆସନ୍ତା ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ସର୍ଭେ ସାରିବାକୁ ସଂପୃକ୍ତ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର…

ନୋଭାଭାକ୍ସର କୋଭିଡ୍ ଟିକା ୯୦ ପ୍ରତିଶତ ପ୍ରଭାବୀ

ନ୍ୟୁୟର୍କ: ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ନୋଭାଭକ୍ସ ସୋମବାର ଘୋଷଣା କରିଛି ଯେ ଏହାର କୋଭିଡ-୧୯ ଟିକା ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଏହା ଭୂତାଣୁର ବିଭିନ୍ନ ଭାରିଆଣ୍ଟ୍ ରୁ ମଧ୍ୟ ସୁରକ୍ଷା ଯୋଗାଇବ। ନୋଭାଭକ୍ସ ଟ୍ୱିଟ୍ କରି କହିଛି - ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଏହି ଟିକାର…

କୋଭିଡରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ, ସମ୍ମୁଖ କୋଭିଡ ଯୋଦ୍ଧା, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ…

ଭୁବନେଶ୍ୱର- ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୧୮୨ କୋରୋନା ଆକ୍ରାନ୍ତ । ଏଥିସହ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ ହୋଇଛି । ସୁସ୍ଥଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗଧାଡିର କୋଭିଡ ଯୋଦ୍ଧା,ଡାକ୍ତର ଓ…

ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ,ରାଉରକେଲା ସମେତ ଆଉ କିଛି ସ୍ଥାନରେ ନକଲି ଔଷଧ କାରବାର ହେଉଥିବାର ଖବର ଆସିଥିଲା । କିଛି…

ରାଜ୍ୟରେ ଅନାଥ ଶିଶୁଙ୍କୁ ‘ଗ୍ରୀନ ପ୍ୟାସେଜ୍’ ଯୋଜନାରେ ସାମିଲ କରାଯିବ, ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର- କୋରୋନାରେ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଅନାଥ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ‘ଗ୍ରୀନ ପ୍ୟାସେଜ୍‌’ ଯୋଜନାରେ ସାମିଲ କରାଯିବ । ସେମାନଙ୍କ ମେଡିକାଲ ବା ଇଞ୍ଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ…

ଓଜେଇଇ ସ୍ଥଗିତ, ଅନଲାଇନ ଆବେଦନର ସମୟସୀମା ବୃଦ୍ଧି

ଭୁବନେଶ୍ୱର- କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇକୁ ସ୍ଥଗିତ କରଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହେବାର ଥିଲା । ଓଜେଇଇ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନର ସମୟସୀମା ବି ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨…