ଟିକାକରଣରେ ପଛରେ ପଡ଼ିଛନ୍ତି ଘରୋଇ ହସ୍ପିଟାଲ୍, ଏପର୍ଯ୍ୟନ୍ତ ହୋଇଛି ମାତ୍ର ୭% ଟିକାକରଣ
ନୂଆଦିଲ୍ଲୀ: ସାରା ଦେଶରେ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରାୟ ଅଢେଇ ମାସ ପୂର୍ବରୁ ଘରୋଇ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରିଥିଲେ। ଘରୋଇ ହସ୍ପିଟାଲ ମାନଙ୍କ ପାଇଁ ଦେଶରେ ଉତ୍ପାଦିତ ଟିକା ମଧ୍ୟରୁ ୨୫ ପ୍ରତିଶତ ସଂରକ୍ଷଣ କରିବାକୁ ସରକାର ନିଷ୍ପତ୍ତି…