ସୁପ୍ରିମକୋର୍ଟ ପ୍ୟାନେଲର ଦାବି, ଆବଶ୍ୟକତା ଠାରୁ ଚାରିଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦ୍ୱିତୀୟ ଲହରୀ ସମୟରେ ଦିଲ୍ଲୀର ଆବଶ୍ୟକତା ଠାରୁ ଚାରିଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲେ ଅରବିନ୍ଦ୍ର କେଜ୍ରିୱାଲ ସରକାର । ଅକ୍ସିଜେନ ସଙ୍କଟର ଯାଞ୍ଚ୍ ପାଇଁ ଗଠିତ ସୁପ୍ରିମକୋର୍ଟ ପ୍ୟାନେଲ ରିପୋର୍ଟରେ ଏଭଳି ଦାବି କରାଯାଇଛି । ଏହି ପ୍ୟାନେଲର ରିପୋର୍ଟ ଅନୁଯାୟୀ ଦିଲ୍ଲୀକୁ…

ଆୟେଶା ସୁଲତାନାଙ୍କୁ ମିଳିଲା ଆଗୁଆ ଜାମିନ

ଥିରୁଅନନ୍ତପୁରମ:ଦେଶଦ୍ରୋହ ମାମଲାରେ ଶୁକ୍ରବାର କେରଳ ହାଇକୋର୍ଟ ଲକ୍ଷଦ୍ବୀପର ଅଭିନେତା-ମଡେଲ ଆୟେଶା ସୁଲତାନାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଏକ ଟିଭି ବିତର୍କ ସମୟରେ ଲକ୍ଷଦ୍ବୀପରେ କୋଭିଡ୍ -୧୯ ବିସ୍ତାର ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ନେଇ ବିଜେପି ନେତାଙ୍କ ଅଭିଯୋଗ…

କରୋନା ଅପଡେଟ୍‌: ଦେଶରେ ଆଉ ୫୧,୬୬୭ ସଂକ୍ରମିତ ଚିହ୍ନଟ, ୧୩୨୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳି ନାହିଁ । ଗତ ତିନି ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ହଜାରେ ତଳକୁ ଖସୁନାହିଁ । ଗତ ୨୪ ଘ ।ରେ ଦେଶରେ ଆଉ ୫୧,୬୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ଘାତକ ରୋଗରେ ପୁଣି…

କୋରୋନାର ତୃତୀୟ ଲହରୀ ଆସିଲେ ଆଗୁଆ ଜଣାପଡିବ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଦେଶରେ କୋରୋନାର ଦ୍ୱିତୀୟ ଲହରୀ ହ୍ରାସ ପାଇଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରୀକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ସମ୍ଭାବ୍ୟ ତୃତୀୟ ଲହରୀ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ନିଜର ମତ ରଖିଛନ୍ତି । ତୃତୀୟ ଲହରୀ ଆସିବା ନେଇ ଆଗୁଆ…

ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ନୟାଗଡ ଓ ବରଗଡରେ ୫ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୁଳରେ ୩ ଜଣ ପ୍ରାଣ ହରାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ପୁରୀ ଓ…

ଅଣସର ଘରେ ମହାପ୍ରଭୁ, ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

ପୁରୀ – ମହାସ୍ନାନ ପରେ ଅସୁସ୍ଥ ହୋଇପଡିଥିବା ଶ୍ରୀଜିଉମାନେ ଅଣବସର ଘରେ ସୁସ୍ଥତା ପାଇଁ ଅଛନ୍ତି । ୧୫ ଦିନ ଧରି ଚାଲିବ ମହାପ୍ରଭୁଙ୍କ ଗୁପ୍ତ ନୀତି । ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବେ । ଏଣେ ଆଜିଠାରୁ ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । କିନ୍ତୁ କୋରୋନା…

ଦୈନିକ କୋରୋନା ସଂକ୍ରମଣ ପୁଣି ୩ ହଜାର ତଳେ, ଦିନକରେ ୨ ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଦୁଇ ଦିନର ଉପରମୁହାଁ ଗତି ପରେ ପୁଣି ହ୍ରାସ ହୋଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୯୧୨ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୬୭୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ନ୍ୟୁଜରୁମ୍ ଓଡିଶା : ସକାଳର ଖବର

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ ଘରୋଇ ହସପିଟାଲକୁ ଆଉ କୋଭିଡ ଟିକା ଯୋଗାଇବେ ନାହିଁ ରାଜ୍ୟ ସରକାର ୮ଟି ଜିଲ୍ଲାରେ ଅକସିଜେନ ପ୍ଲାଂଟ୍ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୋରୋନାର ତୃତୀୟ ଲହର ପ୍ରତି ସତର୍କ ରହିବାକୁ ପରାମର୍ଶ ଆଇପିଏସ ସ୍ତରରେ ଅଦଳବଦଳ :…