ଦିଲ୍ଲୀ ହାଇକୋର୍ଟଙ୍କ ରାୟ, କାର୍‌ରେ ଏକା ଥିଲେ ବି ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଳୀ - କୋଭିଡ୍ ନିୟମ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କାର୍‌ରେ ଏକା ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି । କାର୍ ଏକ ସର୍ବସାଧାରଣ ସ୍ଥାନ । କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ମାସ୍କ ଏକ ‘ସୁରକ୍ଷା କବଚ’ ବୋଲି…

ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ଦୈନିକ ସଂକ୍ରମଣ, ୨୪ ଘଂଟାରେ ୭୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୯୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ୱିତୀୟ ଲହରରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ସଂଗରୋଧରୁ ୪୫୯ ଓ ସ୍ଥାନୀୟ ଅଂଚଳରୁ ୩୩୨ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪୭ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧୮…

ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ, ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ଠିକାଦାରଙ୍କୁ ମାରିଲେ…

ଆକୋଲା (ମହାରାଷ୍ଟ୍ର) – ବଟି ଆଦାୟ ଅଭିଯୋଗରେ ନିକଟରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବିବାଦୀୟ ହୋଇ ଇସ୍ତଫା ଦେଇଥିଲେ । ଏବେ ରାଜ୍ୟର ଆଉ ଜଣେ ମନ୍ତ୍ରୀ ନିଜ ଆଚରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରାଜ୍ୟର ଅକୋଲା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ବଚୁ କଡୁ ଆକୋଲାର ସରକାରୀ…

ଭାରତରେ ସଂକ୍ରମଣ ପୁଣି ଲକ୍ଷେ ପାର୍‌, ଦିନକରେ ୧.୧୫ ଲକ୍ଷ ମାମଲା, ୬୩୦ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଦେଶରେ ଦ୍ୱିତୀୟ ଥର ପାଇଁ ଦୈନିକ ମାମଲା ଏକ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ । ଦିନକରେ ଏହି…

କୋଭିଡ୍‌-୧୯ ଭ୍ୟାକ୍ସିନ ଉପରେ ଉଠିଲା ପ୍ରଶ୍ନ, ଡବଲ ଡୋଜ୍ ନେବା ସତ୍ତ୍ୱେ ୪୦ ଡାକ୍ତର ପଜିଟିଭ୍

ଲକ୍ଷ୍ନୌ - ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଗତିରେ ମାଡ଼ି ଚାଲିଛି । ଟିକାକରଣ ଚାଲିଥିଲେ ବି ନୂଆ ମାମଲା କ୍ରମାଗତ ଭାବେ ବଢ଼ୁଛି । ଫଳରେ କରୋନା ଭାଇରସ ଉପରେ ଟିକାର ପ୍ରଭାବ ନେଇ ପ୍ରଶ୍ନ ଉଠିଛି । ଲକ୍ଷ୍ନୌର ପ୍ରସିଦ୍ଧ କିଙ୍ଗ ଜର୍ଜସ୍ ମେଡିକାଲ ୟୁନିଭର୍ସିଟି (କେଜିଏମ୍‌ୟୁ)ର ୪୦…

କୋରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ସରକାରୀ ମେଡିକାଲରେ ରହିବ ଆଇସୋଲେସନ ବେଡ୍ । ଜିଲ୍ଲାରେ ମୋଟ ୩୩ଟି ସ୍ଥାନରେ ୩୩୮ଟି ଆଇସୋଲେସନ ବେଡ୍ ରହିବ । ଏହାଛଡା ଉତ୍ସର୍ଗୀକୃତ କୋଭିଡ ମେଡିକାଲରେ ସର୍ବାଧିକ ୧୫୦ ଆଇସୋଲେସନ ବେଡ୍ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା…

କୋଭିଡ ନିୟମ ପାଳନ ତଦାରଖ ପାଇଁ ଆଜିଠାରୁ ପୋଲିସର ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର- କୋଭିଡ ନିୟମ କଡାକଡି ଭାବେ ପାଳନ ନିଶ୍ଚିତ କରିବା ପାଇଁ ଆଜିଠାରୁ ଓଡିଶା ପୋଲିସ ପକ୍ଷରୁ ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଏହା ଚାଲିବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ଉପରେ ବିଶେଷ ଧ୍ୟାନ ଦିଆଯିବ । କୋଭିଡ ସୁରକ୍ଷା ନିୟମ…

ନ୍ୟୁଜରୁମ୍: ସକାଳର ଖବର

ତାରାତାରିଣୀ ମନ୍ଦିର ପାଇଁ ଗଂଜାମ ଜିଲ୍ଲା ପ୍ରଶାସନର ସଂଶୋଧିତ ଏସଓପି, ମନ୍ଦିର ପରିସର ବିଶୋଧନ ପାଇଁ ବୁଧବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ମାଓବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ସୁବାସ ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ…

Newsroom: Morning Headlines

Naveen Pays Tributes to Martyred Odia Jawan Subash Nayak Odisha CM Reviews Covid-19 Situation, Asks DGP to Launch 10-Day Special Drive for Enforcement Of Covid Norms COVID-19: All Central Govt Employees Aged 45 Yrs and Above Urged…

ତାରାତାରିଣୀ ମନ୍ଦିର ପାଇଁ ଗଂଜାମ ଜିଲ୍ଲା ପ୍ରଶାସନର ସଂଶୋଧିତ ଏସଓପି, ମନ୍ଦିର ପରିସର ବିଶୋଧନ ପାଇଁ ବୁଧବାର ବନ୍ଦ…

ବ୍ରହ୍ମପୁର- କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଗଂଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପାଇଁ ସଂଶୋଧିତ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ । ସଂଶୋଧିତ ଏସଓପି ଅନୁସାରେ କେବଳ ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ଦିନମାନଙ୍କରେ ମନ୍ଦିର ଖୋଲା ରହିବ । ବିଭିନ୍ନ…