ଫ୍ରାନ୍ସରେ ପୁଣି ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି ମାକ୍ରୋନ୍

ପ୍ୟାରିସ - ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଶନିବାର ଠାରୁ ଦେଶବ୍ୟାପୀ ଚାରି ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି। ଦେଶରେ ତୃତୀୟ ଥର ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ଟେଲିଭିଜନରେ ପ୍ରସାରିତ ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବାକୁ…

ଭୁବନେଶ୍ୱରରେ ମାର୍ଚ୍ଚମାସର ସାଇବର ଅପରାଧର ରିପୋର୍ଟ ଜାରି, ୮୫ ଲକ୍ଷ ଟଙ୍କାର ସାଇବର ଠକେଇ

ଭୁବନେଶ୍ୱର- ରାଜଧାନୀରେ ଗତ ମାସରେ ୮୫ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ଆକାଉଣ୍ଟ ବ୍ଲକ୍ କରି ପୋଲିସ ଅଢେଇ ଲକ୍ଷ ଟଙ୍କା ଫେରାଇଛି । ୬୨୯ଟି କଲ୍ ମଧ୍ୟରୁ କେବଳ ଭୁବନେଶ୍ୱରରେ ଠକେଇ ସଂଖ୍ୟା ୩୧୦ ବୋଲି କମିଶନରେଟ ପୋଲିସର ମାର୍ଚ୍ଚମାସର…

ହୀରାକୁଦରେ ଜଳକ୍ରୀଡା ପ୍ରକଳ୍ପର ଶୁଭାରମ୍ଭ

ବର୍ଷତମାମ ପର୍ଯ୍ୟଟକଙ୍କୁ ମିଳିବ ଜଳକ୍ରୀଡାର ମଜା ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଏଣିକି ବର୍ଷତମାମ ମିଳିବ ଜଳକ୍ରୀଡାର ମଜା । ଆଜି ଏହି ପ୍ରକଳ୍ପକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସି ଅଧ୍ୟଖ୍ୟା ଶ୍ରୀମୟୀ ମିଶ୍ର ଉଦଘାଟନ କରିଛନ୍ତି । ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ…

ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା , ୪ଟା ଯାଏଁ ଖରାକୁ ନ ଯିବା ପାଇଁ…

ଭୁବନେଶ୍ୱର- ଆଜି ବି ରାଜ୍ୟରେ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ୨୧ଟି ଜିଲ୍ଲାର ଲୋକେ ଅପରାହ୍ନ ୪ଟା ଯାଏଁ ଖରାକୁ ନ ଯିବା ଲାଗି ପରାମର୍ଶ ଦେଇଛି ଆଂଚଳିକ ପାଣିପାଗ ବିଭାଗ । ବୁଧବାର ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ଥିଲା । ବିଶ୍ୱର ସବୁଠାରୁ ୫ଟି ଉତ୍ତପ୍ତ…

ସହସ୍ରାଧିକ ବର୍ଷର ପରମ୍ପରା ଦଣ୍ଡଯାତ୍ରା

ଲେଖକ : ପ୍ରତିଭା ନେପାକ ନାଟ୍ୟ ସଂସ୍କୃତି କୁହନ୍ତୁ କିମ୍ବା ଯାତ୍ରା ପରମ୍ପରା, ମାନବକୁ ଆଧ୍ୟାତ୍ମବାଦ ସହ ଯୋଡ଼ି ପାରୁଥିବା ଏହି ପ୍ରକ୍ରିୟା ନିଜ ଭିତରେ ଅଦ୍ବିତୀୟ। ବର୍ଷ ପରେ ବର୍ଷ ବିତି ଚାଲିଛି, ସମୟ ମଧ୍ୟ ପରିବର୍ତ୍ତତ ହେଉଛି । ତଥାପି ନିଜ ସ୍ବତନ୍ତ୍ରତା ବଜାୟ ରଖିଛି ଶିବ ଓ…

ରଜନୀକାନ୍ତ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ - ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କୁ ୨୦୧୯ ପାଇଁ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୧୯୬୯ରେ ପ୍ରତିଷ୍ଠିତ ଦାଦା…

କଟକରେ ମୁଖ୍ୟମନ୍ତ୍ରୀ: ଗାନ୍ଧି ଓ ଗୋପବନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି ଓ…

କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ କଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କ୍ୟାଂଟନମେଂଟ୍ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ମାନବିକତାର ଏହି…

ରାଜ୍ୟରେ ଆଉ ୩୯୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦, କଳାହାଣ୍ଡିରୁ ୪୩

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୩୯୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାମାରୀର ଦ୍ୱିତୀୟ ଲହରୀରେ ରାଜ୍ୟରେ ଏହା ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ । ସଂଗରୋଧରୁ ୨୧୩ ଓ ସ୍ଥାନୀୟ ଅଂଚଳରୁ ୧୬୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦, କଳାହାଣ୍ଡିରୁ ୪୩,…