Browsing Category

ଓଡ଼ିଶା

ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ…

ପୁଣି ଭାରତୀୟ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ, ସିିକିମର ନାକୁ ଲା’ରୁ ଚୀନ୍ ସୈନିକଙ୍କୁ ତଡ଼ିଲା…

ନୂଆଦିଲ୍ଲୀ – ଲଦାଖରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଥମିନଥିବା ବେଳେ ସିକିମର ନାକୁ ଲା’ ଠାରେ ଭାରତ ଓ ଚୀନ ସେନା…

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର : ଓଡିଶାରୁ ଅନ୍ୱେଷ ଶୁଭମ ପ୍ରଧାନ ପାଇବେ ପୁରସ୍କାର

ଭୁବନେଶ୍ୱର- ଏଥର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇବାକୁ ଦେଶର ୩୨ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିମଧରେ…

ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ…

ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକ, ଭିସି ଜରିଆରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ…

ଭୁବନେଶ୍ୱର- ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ବୈଠକ ବସୁଛି । ଭିଡିଓ କନଫରେନସିଂ ଜରିଆରେ ପାର୍ଟି ସୁପ୍ରିମୋ ନବୀନ…

ରାଜଧାନୀରେ ଭିନ୍ନକ୍ଷମ ଯୁବତୀଙ୍କୁ ଯୈାନ ନିର୍ଯ୍ୟାତନା ପ୍ରସଙ୍ଗରେ ନିଜ ଆଡୁ ତଦନ୍ତ କରିବେ…

ଭୁବନେଶ୍ୱର-ରାଜଧାନୀରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଯୈାନ ନିର୍ଯାତନା ପ୍ରସଙ୍ଗରେ ଭିନ୍ନକ୍ଷମ କମିଶନ ନିଜଆଡୁ ତଦନ୍ତ କରିବେ । କମିଶନ…

ନବୀନଙ୍କ ଲୋକପ୍ରିୟତାର ଆଉ ଏକ ପ୍ରମାଣ, ଇଣ୍ଡିଆ ଟୁଡେ ସର୍ଭେରେ ନମ୍ବର ୧ ଓ ଲୋକପ୍ରିୟ…

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ । ଅଗ୍ରଣୀ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ ମୁଡ୍…