Browsing Tag

Gopalpur MLA Pradeep Panigrahi

ଠକେଇ ମାମଲାରେ ଜେରା ପାଇଁ ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଅଣାଯିବ

ବ୍ରହ୍ମପୁର – ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଆଜି ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣିବେ । ତାଙ୍କୁ କୋର୍ଟରେ ହାଜର କରାଯିବ । ସୂଚନା ଅନୁସାରେ ପ୍ରଦୀପଙ୍କୁ ରିମାଣ୍ଡରେ…

ଟାଟା ମୋଟର୍ସ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସର ରାତି ଅଧିଆ ଜେରା, ଆଜି ପୁଣି କରିବ ପଚରାଉଚରା

ଭୁବନେଶ୍ୱର- ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତି ଅଧିଆ ଜେରା କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଜେରା କରାଯାଇଥିଲା ।…

କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ, ଚାକିରି ଠକେଇ ମାମଲାରେ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା

ଭୁବନେଶ୍ୱର- ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କ୍ରାଇମବ୍ରାଂଚର ଦୁଇ ଦିନିଆ ରିମାଣ୍ଡ ଶେଷ ହେଲା ପରେ ତାଙ୍କର ଆଜି କୋର୍ଟ ହାଜିରା କରାଯାଇଥିଲା । ପ୍ରଦୀପଙ୍କ ଆକାଉଂଟରେ ହୋଇଥିବା ଆର୍ଥିକ କାରବାରର ଖୋଳତାଡ କରିଥିଲା କ୍ରାଇମବ୍ରାଂଚ୍…

ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ କେଳେଙ୍କାରୀ ମାମଲା, ବ୍ରହ୍ମପୁର କୋର୍ଟପେଟାରେ ଶାଗମାଛ ଦରରେ କିଣିଥିଲେ ଜମି

ବ୍ରହ୍ମପୁର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ କେଳେଙ୍କାରୀ ମାମଲାରେ ସଂପୃକ୍ତି ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଜମି ଦୁର୍ନୀତରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଅଭିଯୋଗରେ ବେଙ୍ଗଳୁରୁରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଖୋଳତାଡ କରିଛି । ବ୍ରହ୍ମପୁରର…

ଠକେଇ ମାମଲା : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ କ୍ରାଇମବ୍ରାଂଚ ରିମାଣ୍ଡ

ଭୁବନେଶ୍ୱର- ଚାକିରି ଠକେଇ ଅଭିଯୋଗରେ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ୍ । ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଗତକାଲି ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା…