Browsing Tag

Mass Education Minister Samir Ranjan Das

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର- ରାଜ୍ୟରେ ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେମାନଙ୍କ ପାଇଁ ଉନ୍ମୋଚନ ହୋଇଛି ‘ପରୀକ୍ଷା ଦର୍ପଣ’ ପୁସ୍ତକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ପୁସ୍ତକ ଉନ୍ମୋଚନ…

ଆଜି ଉନ୍ମୋଚନ ହେବ ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର- ଆଜି ଦିନ ୧୧ଟାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ ହେବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏହି ପୁସ୍ତିକା ଉନ୍ମୋଚନ କରିବେ । ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମିଳିବ ପରୀକ୍ଷା ଦର୍ପଣ…

ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ‘ଶିକ୍ଷା ଦର୍ପଣ’ ପୁସ୍ତିକା

ଭୁବନେଶ୍ୱର- ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ‘ଶିକ୍ଷା ଦର୍ପଣ’ ଯୋଗାଇ ଦିଆଯିବ । ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ଶିକ୍ଷା ଦର୍ପଣରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ । ଏହା…

କାଲିଠାରୁ ରାଜ୍ୟରେ ଖୋଲିବ ସ୍କୁଲ୍‌, ସ୍ଥିତିର ସମୀକ୍ଷା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଦୀର୍ଘ ୯ ମାସ ପରେ ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସ୍କୁଲ୍ । ଏହା ପୂର୍ବରୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ କହିଛନ୍ତି ଯେ, କ୍ଲାସ ରୁମକୁ ସଂପୂର୍ଣ୍ଣ ସାନିଟାିଜ କରାଯିବ । ସ୍କୁଲରେ ପ୍ରବେଶ ପୂର୍ବରୁ ପିଲାଙ୍କ ହାତକୁ ସାନିଟାଇଜ…

ବ୍ରିଟେନ କୋରୋନା ଷ୍ଟ୍ରେନ ଭୟ ରହିଥିବା ଯୋଗୁଁ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇପାରୁନାହିଁ : ଗଣଶିକ୍ଷା ମନ୍ତ୍ରୀ ସମୀର…

ଭୁବନେଶ୍ୱର-ଏବେ ବି ରାଜ୍ୟରେ ବ୍ରିଟେନ କୋରୋନା ଷ୍ଟ୍ରେନ ଭୟ ରହିଥିବା ଯୋଗୁଁ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସଇ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବା ପରେ…

ରାଜ୍ୟରେ ଜାନୁଆରୀରେ ଖୋଲିବ ସ୍କୁଲ, ବିଭାଗୀୟ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର- ରାଜ୍ୟରେ ଜାନୁଆରୀ ମାସରେ ସ୍କୁଲ ଖୋଲିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଦଶମ ଓ ଯୁକ୍ତ ଦୁଇ ପିଲାଙ୍କ କ୍ଲାସ ହେବ । ଅତିକମରେ ୧୦୦ ଦିନ ପାଠପଢା ହେବ । ସ୍କୁଲ ଖୋଲିବା ପରେ ଛୁଟି ଦିନରେ ବି ପାଠପଢା ହେବ ବୋଲି ମନ୍ତ୍ରୀ କହିଛନ୍ତି ।…