Browsing Tag

Nayagarh ‘Pari’ Murder Case

ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାର୍ବଜନୀନ ହେଲା ନାବାଳକ ଅଭିଯୁକ୍ତର ଚାଂଚଲ୍ୟକର…

ଭୁବନେଶ୍ୱର- ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି । ସେ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ପରେ ତଂଟି ଚିପି ହତ୍ୟା କରିଥିଲା । ଘଟଣା ବେଳେ ଘରେ କେହି ନ ଥିବା ଅଭିଯୁକ୍ତ ସ୍ୱୀକାର କରିଛି । ନାବାଳିକାକୁ ହତ୍ୟା କରି…

ନାବାଳିକା ହତ୍ୟା ମାମଲା : ଚାର୍ଜସିଟ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ- ନୟାଗଡ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାର୍ଜସିଟ ଦାଖଲ କରିବାକୁ ଓଡିଶା କ୍ରାଇମବ୍ରାଂଚ୍ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଏଣେ ମାମଲାର ସିବିଆଇ ଯାଂଚ ଦାବି କରି ଅଲଗା ଅଲଗା ପିଟିସନ…

ନୟାଗଡ ନାବାଳିକା ହତ୍ୟା ମାମଲାର ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି

କଟକ- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାର ଆଜି ଶୁଣାଣି ହାଇକୋର୍ଟରେ ହେବ । ମାମଲାର ତଦନ୍ତ ନେଇ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ସଦ୍ୟତମ ସୂଚନା ଦେବ ଏସଆଇଟି । ପୂର୍ବରୁ ବନ୍ଦ ଲଫାଫାରେ ମାମଲାର…

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟଙ୍କ ପ୍ରେସମିଟ୍ , ଅପରାଧ ନେଇ ଦେଲେ ଚାଂଚଲ୍ୟକର ତଥ୍ୟ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛି । ପ୍ରେସମିଟ୍ କରି ଏସଆଇଟି ମୁଖ୍ୟ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତ ନାବାଳିକା ପରୀକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା…

ନାବାଳିକା ହତ୍ୟା ମାମଲା : ଅଧିକ ତଦନ୍ତ ପାଇଁ ଯଦୁପୁର ପୋଖରୀ ଶୁଖା କାମ ଆରମ୍ଭ କଲା ଏସଆଇଟି

ନୟାଗଡ- ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଧିକ ତଦନ୍ତ ସ୍ୱରୂପ ଗାଁ ପୋଖରୀ ଶୁଖାଇବା କାମ ଆରମ୍ଭ ହୋଇଛି । ଏସଆଇଟି ଉପସ୍ଥିତିରେ ପୋଖରୀରୁ ପାଣି ବାହାର କରାଯାଉଛି । ନାବାଳିକା ପରୀର ମୃତଦେହ ପୋଖରୀ ନିକଟରୁ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପୋଖରୀରୁ ଅଧିକ…

ଅଧିକ ତଦନ୍ତ ପାଇଁ ଯଦୁପୁରରେ ଏସଆଇଟି, ନାବାଳିକାର ମୃତଦେହ ମିଳିଥିବା ପୋଖରୀରୁ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ

ନୟାଗଡ- ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପରେ ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି । ନାବାଳିକା ପରୀର ମୃତଦେହ ଯେଉଁ ପୋଖରୀ ହୁଡାରୁ ମିଳିଥିଲା, ତାହାର ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଫଳରେ ଘଟଣା ପଛରେ ଥିବା ଅଧିକ ଗୁମର…