Browsing Tag

Nayagarh ‘Pari’ Murder Case

ନୟାଗଡ ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ଏସଆଇଟି, କାଲି ପୋକ୍ସୋ କୋର୍ଟ ଚାଲାଣ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଯଦୁପୁର ଗାଁର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । କିନ୍ତୁ ଅଭିଯୁକ୍ତର ନାଁ ପ୍ରକାଶ କରାଯାଇନାହିଁ । ସୋମବାର ତାକୁ ନୟାଗଡର ପୋକ୍ସୋ କୋର୍ଟକୁ ଚାଲାଣ…

ପରୀ ହତ୍ୟା ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା, କହିଲେ ତଦନ୍ତ ନେଇ ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି

ନୟାଗଡ- ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ ଉଠୁଥିବା ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ଡିିଜିପି ଅଭୟ । ସେ କହିଛନ୍ତି ଯେ,ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଉଛି । ଏସଆଇଟି ଟିମ୍ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରୁଛି । ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି…

ପରୀ ମୃତ୍ୟୁ ମାମଲାରେ ତଦନ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କଲା ଏସଆଇଟି

କଟକ- ବହୁଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଏସଆଇଟି । ରିପୋର୍ଟକୁ ବନ୍ଦ ଲଫାପାରେ ସୁରକ୍ଷିତ ଭାବେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତୀ ଶୁଣାଣ୍ ହେବ । ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧିନ…

ପରୀ ମାମଲାରେ ବିରୋଧୀ ରାଜନୀତି କରୁଥିବା ବିଜେଡିର ଅଭିଯୋଗ,ଏସଆଇଟି ମୁଖ୍ୟ କହିଲେ ଦୁଇ ସପ୍ତାହରେ ସବୁହେବ ସ୍ପଷ୍ଟ

ଭୁବନେଶ୍ୱର- ପରୀ ମୃତ୍ୟୁ ମାମଲାରେ କଂଗ୍ରେସ ଓ ବିଜେପି ଟିମର ନୟାଗଡ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ପରୀ ହତ୍ୟା ମାମଲାକୁ ଖିଅ କରି ବିରୋଧୀ ଦଳ ରାଜନୀତି ନ କରନ୍ତୁ ବୋଲି କହିଛି ବିଜେଡି । ପରୀ କିଭଳି ନ୍ୟାୟ ପାଇବ , ସେ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ଏସଆଇଟି…

ନାବାଳିକା ମୃତ୍ୟୁ ମାମଲା : ଏସଆଇଟି ମୁଖ୍ୟଙ୍କ ନୟାଗଡ ଗସ୍ତ

ନୟାଗଡ- ନାବାଳିକା ମୃତ୍ୟୁ ମାମଲା ନେଇ ଆଜି ଅପରାହ୍ନରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନୟାଗଡ ଗସ୍ତ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ସେ ନାବାଳିକା ପରୀ ମୃତ୍ୟୁ ମାମଲା ନେଇ ପୋଲିସ ପ୍ରଶାସନ ସହ ଆଲୋଚନା କରିଥଲେ । ଏହାପରେ ସେ ଯଦୁପୁର ଗାଁକୁ ଛାନଭିନ ପାଇଁ…