Browsing Tag

Puri Jagannath Temple

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା, ଶ୍ରୀଜିଉମାନଙ୍କ ଜଳବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ, ଗଜାନନ ବେଶରେ ଦର୍ଶନ…

ପୁରୀ- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥଙ୍କୁ ୩୫ ଗରା ଓ…

ପୁରୀ: ବୈଚିତ୍ରମୟ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ

ନିଳାଦ୍ରିନାଥ ଶ୍ରୀଜଗନ୍ନାଥଙ୍କ ବାରମାସରେ ତେର ପର୍ବ ପାଳିତ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ହେଉଥିବା ସ୍ନାନ ଯାତ୍ରା ତା ମଧ୍ୟରୁ ଅନ୍ୟତମ। ଏହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଜଗତ ବିଦିତ। ଏହିଦିନ ମହାପ୍ରଭୁ ୧୦୮ ଗରା ଜଳରେ ଅଭିଷିକ୍ତ ହୋଇଥାନ୍ତି। ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ…

ପୁରୀ : ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ

ଜ୍ୟେଷ୍ଠଶୁକ୍ଳ ପୂର୍ଣ୍ଣିମା ଠାରୁ ଆଷାଢ଼ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଅର୍ଥାତ ସ୍ନାନପୁର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ସେବା କରିଥାନ୍ତି ଦଇତାପତି ସେବକମାନେ। ଏହି ସମୟରେ ସେମାନେ ମୁଖ୍ୟତଃ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷାରେ ରହିଥାନ୍ତି। ଚଳିତବର୍ଷ…

ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ, ଆଜି ରାତିରୁ ସହରରେ ୧୪୪ ଧାରା

ପୁରୀ - ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସ୍ନାନପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସକାଳ ସାଢେ ୭ଟାରୁ ଜଳଲାଗି ହେବ । ସ୍ନାନପୂର୍ଣ୍ଣିମାରେ…

ବିନାଭକ୍ତରେ ସ୍ନାନ ଯାତ୍ରା, କାଲିଠାରୁ ପୁରୀରେ ୧୪୪ ଧାରା

ପୁରୀ- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଂଚିଥିବା ବେଳେ ଆସନ୍ତାକାଲି ସହରରେ ୧୪୪ ଧାରା ଜାରି ହେବ । ଏଥର ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବାରୁ ଭିଡ ଯେମିତିନ ହେବ, ସେଥିପାଇଁ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା ଜାରି କରାହେବ । ୨୫…

ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତି ନିର୍ଘଂଟ ଚୂଡାନ୍ତ

ପୁରୀ – ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଂଟ ସ୍ଥିର ହୋଇଛି । ଜୁଲାଇ ୨୧ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ହେବ । ଅପରାହ୍ନ ୪ଟାରୁ ସାଢେ ୫ ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ କରାଯିବ । ରାତି ୧୧ଟାରୁ ୧୨ଟା ମଧ୍ୟରେ ହେବ ବେଶ ଓଲାଗି ନୀତି । ଜୁଲାଇ ୨୨ ରାତି…

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ

ପୁରୀ – ଛତିଶା ନିଯୋଗ ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିକାନ୍ତି ସମୟ ଚୂଡାନ୍ତ ହୋଇଛି । ବିନାଭକ୍ତରେ ହେବ ଉଭୟ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ହେବ ନୀତିକାନ୍ତି । ସ୍ନାନପୂର୍ଣ୍ଣିମା ପାଇଁ ସ୍ଥିର ହୋଇଥିବା ନୀତିନିର୍ଘଂଟ ଅନୁସାରେ-…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି

ପୁରୀ- ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରାଭିଷେକ ନୀତି ପାଳିତ ହେଉଛି । ଜ୍ୟେଷ୍ଠ ଶୁଳ୍ଳ ଦଶମୀ ଦିନ ଶ୍ରୀମନ୍ଦିରରେ ଏହି ନୀତି ପାଳନ କରାଯାଇଥାଏ । ଏହି ଅବସରରେ ସଂଧ୍ୟାଧୂପ ବଢିବା ପରେ ମଦନମୋହନ ଭିତରୁ ଆଜ୍ଞାମାଳ ପାଇ ଭୋଗ ବାଟ ଗଣେଶଙ୍କଠାରେ ପଡିଥିବା ଖଟରେ ବିଜେ କରନ୍ତି । ଜଣେ ଡଗର ଆସି…

ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ଗଜାନନ ବେଶ ନେଇ ଦଇତାପତି ଓ ପୁଷ୍ପାଳକଙ୍କ ସହ ଆଲୋଚନା କଲେ ପୁରୀ ଜିଲ୍ଲାପାଳ

ପୁରୀ – ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ଗଜାନନ ବେଶ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଗଜାନନ ବେଶ ନେଇ ଦଇତାପତି ଓ ପୁଷ୍ପାଳକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଶ୍ରୀମନ୍ଦିର ସତ୍ୱଲିପି ଆଧାରରେ ସ୍ନାନବେଦୀରେ ରହିବେ ସେବାୟତ । ଆବଶ୍ୟକ…

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ଦଇତାପତିଙ୍କ ସହଯୋଗ ଲୋଡ଼ିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର…