Browsing Tag

PUri

ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ –ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଶ୍ରୀମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରିବେ । କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । କିଛି ମାସ ପୂର୍ବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ…

ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପୁରୀକୁ ବିଶ୍ୱ ଐତିହ୍ୟ ସହର ଓ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି । ଏବେ ପୁରୀକୁ ଦେଶର ଅନ୍ୟାନ୍ୟା ସହରକୁ ବିମାନପଥରେ ଯୋଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ…

ଅଠରନଳା ପୋଲ ଉପରେ ଆଜିଠାରୁ ଯାତାୟତ ବନ୍ଦ

ପୁରୀ- ଆଜିଠାରୁ ପୁରୀ ଅଠରନଳା ପୋଲ ଉପରେ ଯାତାୟତକୁ ବନ୍ଦ କରିଦିଆଯାଇଛି । ପୋଲର ସୁରକ୍ଷା ଦୃଷ୍ଟିରୁ ଯାତାୟତ ଉପରେ କଟକଣା ଲାଗିଛି । ପ୍ରାଚୀନ କୀର୍ତ୍ତିୀରାଜି ହୋଇଥିବାରୁ ଅଠରନଳା ପୋଲର ସୁରକ୍ଷା କରାଯିବ । ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ ହେବ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନିୟମ ଯୋଡି ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର- ଆଉ କିଛି ନିୟମ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହୋଇଛି ଏସଓପି । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଦେବାଦେବୀଙ୍କୁ ଛୁଇଁପାରିବେ ନାହିଁ ଶ୍ରଦ୍ଧାଳୁ । ଜଗମୋହନରେ ଥିବା ଗରୁଡ ସ୍ତମ୍ଭକୁ ବି ଭକ୍ତ ଛୁଇଁବେ ନାହିଁ । ମନ୍ଦିରକୁ ଭୋଗ, ଫୁଲ ଆଦି…

ପୁରୀର ଅଙ୍ଗନାବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ – ଭିଜିଲାନ୍ସ ସ୍କାନରରେ ଆଉ ଜଣେ ଅଙ୍ଗନବାଡି କର୍ମୀ । ଗତକାଲି ବ୍ରହ୍ମପୁରରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିିଲାନ୍ସ ଚଢାଉ ହୋଇଥିବା ବେଳେ ଆଜି ପୁରୀର ଅଙ୍ଗନବାଡି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ…