Browsing Tag

supreme court

ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ଉପରେ ପୋଲିସ୍ ନିଷ୍ପତ୍ତି ନେବ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ଜାନୁୟାରୀ ୨୬ ରେ କୃଷକ ମାନଙ୍କ ଦ୍ୱାରା ଜାତୀୟ ରାଜଧାନୀରେ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଳୀ ପୋଲିସ୍ ଏନେଇ ନିଷ୍ପତ୍ତି ନେବ ବୋଲି କୋର୍ଟ କହିଛନ୍ତି । ଟ୍ରାକ୍ଟର ରାଲି ରୋକିବାକୁ ଦିଲ୍ଲୀ ପୋଲିସ୍ ମାଧ୍ୟମରେ କେନ୍ଦ୍ର…

କୃଷି ଆଇନ ବିବାଦ: ମଙ୍ଗଳବାର ସୁପ୍ରିମକୋର୍ଟ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ – କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ମଙ୍ଗଳବାର ବସିବ । ସ୍ଥାନୀୟ ପୁସା କ୍ୟାମ୍ପସରେ କମିଟିର ବୈଠକ ଅନୁଷ୍ଠିତ ହେବ । ବୈଠକରେ କେବଳ କମିଟିର ତିନି ସଦସ୍ୟଙ୍କ ମଧ୍ୟରେ ସୀମିତ ରହିବ । ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ…

ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦିଆଯିବ କି ନାହିଁ ସେନେଇ ଦିଲ୍ଲୀ ପୋଲିସ୍ ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟ୍ରାକ୍ଟର ରାଲିକୁ ବିରୋଧ କରି ଦିଲ୍ଲୀ ପୋଲିସର ପିଟିସନ ଉପରେ ସୁପ୍ରିମକୋର୍ଟ…

ଚାଷୀଙ୍କ ଟ୍ରାକ୍ଟର ରାଲି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବାହାର କରିବାକୁ କୃଷକ ସଂଗଠନ ଯୋଜନା କରୁଛନ୍ତି । ଏହା ବିରୋଧରେ ଦିଲ୍ଲୀ ପୋଲିସ୍ ଦାୟର କରିଥିବା ଏକ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ…

ସୁପ୍ରିମକୋର୍ଟ କମିଟି ଆଗରେ ହାଜର ହେବାକୁ ମନାକଲେ ଚାଷୀ, ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନର ଆଜି ହେଉଛି ୫୩ତମ ଦିନ । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଏଯାବତ୍ ୯ ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ ଏହି ଅଚଳାବସ୍ଥାର କୌଣସି ସମାଧାନ ବାହାରି ପାରିନାହିଁ । କୃଷି ଆଇନକୁ ସ୍ଥଗିତ ରଖି ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ…

ପରୀ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ୱର- ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଂଚ ଦାବି କରି ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୌଦାମିନୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିବିଆଇକୁ ନୋଟିସ ଜାରି କରିଛନ୍ତି । ଜବାବ ଦାଖଲ ପାଇଁ ସିବିଆଇକୁ ନୋଟିସ…

ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ଜାନୁୟାରୀ ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ - କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଦେଶର ଅନ୍ୟ ସବୁ ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ଜାନୁୟାରୀ ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ବୁଧବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଏଡାଛଡ଼ା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ…

ସଶସ୍ତ୍ର ବାହିନୀରେ ବ୍ୟଭିଚାରକୁ ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ରର ପିଟିସନ

ନୂଆଦିଲ୍ଲୀ - ବ୍ୟଭିଚାର ଆଇନ ସହ ଜଡିତ ମାମଲା ପୁଣି ଥରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ବ୍ୟଭିଚାର ଆଇନ (ଆଇପିସିର ଧାରା ୪୯୭) ରଦ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ସଶସ୍ତ୍ର ବାହିନୀ ପାଇଁ ଲାଗୁ ନ କରିବାକୁ କେନ୍ଦ୍ର ସରକାର ଏକ ପିଟିସନ ଜରିଆରେ ନିବେଦନ କରିଛନ୍ତି । ଏବେ…

ସୁପ୍ରିମକୋର୍ଟ କମିଟିକୁ ଚାଷୀଙ୍କ ବିରୋଧ, ଆଇନ କପି ଜାଳି ଆଜି ଲୋହରି ପାଳିବେ

ନୂଆଦିଲ୍ଲୀ - ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ସତ୍ତ୍ୱେ ଦିଲ୍ଲୀ ସୀମାରେ ଗତ ୪୯ ଦିନ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଖୁସି ନୁହନ୍ତି । ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ କମିଟିକୁ କୃଷକ ସଂଗଠନ ଗ୍ରହଣ କରିନାହାଁନ୍ତି । ସେମାନେ କମିଟିରେ ହାଜର ହେବେ ନାହିଁ ।…

କୃଷି ଆଇନ ଅଚଳାବସ୍ଥା: କୃଷି ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ତିନି କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବା ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ମଧ୍ୟସ୍ଥତା କରିବାକୁ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି । କୃଷି ବିଷେଶଜ୍ଞ ମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଏହି…