Browsing Tag

supreme court

କୋଭିଡ୍ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ଅଡିଟ୍ କରିବାକୁ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ - କୋଭିଡ୍ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଡିଟ୍ କରିବାକୁ ସବୁ ରାଜ୍ୟ ମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଚାରି ସପ୍ତାହ ମଧ୍ୟରେ ଅଗ୍ନିଶମ ବିଭାଗରୁ ଅନୁମତି ପତ୍ର (ଏନ୍‌ଓସି) ଆଣିବାକୁ ସବୁ କୋଭିଡ୍ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ…

ହାସ୍ୟ ଅଭିନେତା କାମ୍‌ରା ଓ କାର୍ଟୁନିଷ୍ଟ ତନେଜାଙ୍କୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ - ଅଦାଲତ ଅବମାନନା ମାମଲାରେ ହାସ୍ୟ ଅଭିନେତା କୁନାଲ କାମ୍‌ରା ଓ କାର୍ଟୁନିଷ୍ଟ ରଚିତା ତନେଜାଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଟ୍ୱିଟ୍ ଓ କାର୍ଟୁନରେ ସର୍ବୋଚ୍ଚ ନ୍ୟାୟାଳୟକୁ ସମାଲୋଚନା କରାଯିବା ନେଇ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି ।…

ସବୁ ବିବାହ ବିଚ୍ଛେଦ ମାମଲାରେ ସମାନ ଭରଣ ପୋଷଣ ରାଶି ଧାର୍ଯ୍ୟ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ – ବିବାହ ବିଚ୍ଛେଦ ମାମଲାରେ ଧର୍ମ, ଜାତି ଓ ଲିଙ୍ଗ ଆଧାରରେ ଭେଦଭାବ ବିନା ସମସ୍ତଙ୍କ ପାଇଁ ସମାନ ଭରଣ ପୋଷଣ ରାଶି ଧାର୍ଯ୍ୟ କରିବାକୁ ନେଇ ଏକ ପିଟିସନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ଠାରୁ ଜବାବ ଲୋଡିଛନ୍ତି । ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି…

ଚାଷୀ ଆନ୍ଦୋଳନ: କମିଟି ଗଠନ କରି ସମାଧାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ - ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ତୁରନ୍ତ ହଟାଇବା ପାଇଁ ଆଗତ ଏକ ପିଟିସନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। କୃଷକ ସଂଗଠନ ଗୁଡିକୁ ପକ୍ଷଭୁକ୍ତ କରି କମିଟି ଗଠନ କରି ଏହାର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ…

ଚାଷୀମାନଙ୍କୁ ରାସ୍ତାରୁ ହଟାଇବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନର ଆଜି ହେଉଛି ୨୧ତମ ଦିନ । ଚାଷୀମାନଙ୍କୁ ଦିଲ୍ଲୀ ସୀମାରୁ ହଟାଇବା ପାଇଁ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଆବେଦନ ଆଇନ ଛାତ୍ର ଋଷଭ ଶର୍ମାଙ୍କ ଦ୍ବାରା କରାଯାଇଥିଲା। ସେ କହିଛନ୍ତି ଯେ ଚାଷୀ ଆନ୍ଦୋଳନ ଯୋଗୁଁ ରାସ୍ତା ଅବରୋଧ…

ସୁପ୍ରିମକୋର୍ଟଙ୍କ ରାୟ: ତାଲିମପ୍ରାପ୍ତ ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ରୋଗୀଙ୍କ ପାଇଁ ଔଷଧ ଲେଖିପାରିବେ

ନୂଆଦିଲ୍ଲୀ – ଆୟୁଷ ଓ ହୋମିଓପାଥି ଡାକ୍ତ୍‌ମାନେ କରୋନା ରୋଗୀଙ୍କ ଚିକିତ୍ସା କରିପାରିବେ କି ନାହିଁ ସେ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ତାଲିମପ୍ରାପ୍ତ ଆୟୁଷ ଓ ହୋମିଓପାଥୀ ଡାକ୍ତରମାନେ କରୋନା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି…

୧୯୭୫ ଜରୁରୀ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବାକୁ ପିଟିସନ୍‌: କେନ୍ଦ୍ରର ଜବାବ ଲୋଡ଼ିଲେ…

ନୂଆଦିଲ୍ଲୀ –ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଜଣେ ୯୪ ବର୍ଷୀୟା ମହିଳା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଏହାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଜବାବ…

କରୋନା ପ୍ରକୋପ: କେନ୍ଦ୍ର ଓ ଚାରି ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ସମେତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଓ ଆସାମର ରାଜ୍ୟ ସରକାରଙ୍କ ଠାରୁ କରୋନା ସଂକ୍ରମଣ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜବାବ ଲୋଡିଛନ୍ତି । ଏ ସମ୍ପର୍କରେ ଦୁଇ ଦିନ ଭିତରେ ଷ୍ଟାଟର୍ସ ରିପୋର୍ଟ ଦାଖଲ କରିବାକୁ…

ଅର୍ଣ୍ଣବଙ୍କୁ ଜାମିନ ମିଳିଲା

ନୂଆଦିଲ୍ଳୀ – ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଶେଷରେ ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଅର୍ଣ୍ଣବ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ଆଜି ତାଙ୍କ ଜାମିନ ଆବେଦନର…