ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ନିର୍ମିତ ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ୍‌’ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ସୁଶାନ୍ତଙ୍କ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରୁଛି । ଗତବର୍ଷ ଜୁନ୍‌ରେ…

ମୁମ୍ବାଇ: କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ମୁମ୍ବାଇର ମାଲାଡ଼ ୱେଷ୍ଟରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୮ ଜଣ…

ନବୀନଙ୍କ ସତନ୍ତ୍ର ପ୍ୟାକଜରେ ପଶ୍ଚିମ ଓଡ଼ିଶା: ଶିଳ୍ପ କରିଡର ସହ ଯୋଡ଼ି ହେବ କୃଷି କରିଡର୍

୬ ଜିଲ୍ଲାର ଆର୍ଥିକ ବିକାଶର ଭାଗିଦାରୀ ହେବ ବିଜୁ ଏକ୍ସପ୍ରେସ୍ ୱେ ସମ୍ବଲପୁର : ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସତନ୍ତ୍ର ଫୋକସ୍ । ଏହି ବିରାଟ ଭୂଖଣ୍ଡର ଦୁଇଟି ପ୍ରାନ୍ତ ଯୋଡି ହେବ । ଆଉ ଏହା ହିଁ ପାଲଟିବ ପଶ୍ଚିମ ଓଡିଶାର ଆର୍ଥିକ ବିକାଶର…

ପୁରୀ ଓ ବିକାନେର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର-ଜୁନ ୧୩ ତାରିଖରୁ ପୁରୀ ଓ ବିକାନେର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଟ୍ରେନ୍‌ଟି ବିକାନେରରୁ ଜୁନ ୧୩ ତାରିଖରୁ ପ୍ରତି ରବିବାର ସଂଧ୍ୟା ୭ଟା ୪୫ ମିନିଟରେ ଛାଡିବ । ପୁରୀରୁ ଏହି…

ଏସିଆଡ୍ ସ୍ୱର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂଙ୍କ ପରଲୋକ ହୋଇଯାଇଛି । ସେ କିଛି ବର୍ଷ ଧରି ଲିଭର କ୍ୟାନସରରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଡିଙ୍କୋ ୨୦୧୭ରୁ କ୍ୟାନ୍‌ସର ସହ ସଂଘର୍ଷ କରୁଥିଲେ । ଗତବର୍ଷ ସେ କୋଭିଡ୍‌-୧୯ରେ ମଧ୍ୟ ଆକ୍ରାନ୍ତ…

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୬୧୪୮ ମୃତ

ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ହାର ଖସୁ ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୬୧୪୮ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ୬ ହଜାର ଟପିଛି । ଏଥିସହ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩,୫୯,୬୭୬କୁ ବୃଦ୍ଧି ପାଇଛି । କ୍ରମାଗତ ତୃତୀୟ…

ରାଜ୍ୟରେ କୋରୋନାରେ ଆଉ ୪୪ ମୃତ, ମୃତ୍ୟୁ ସଂଖ୍ୟା ୩ ହଜାର ୧୬୭କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୩ ହଜାର ୧୬୭ରେ ପହଂଚିଛି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କଟକ, ଅନୁଗୁଳ, ଝାରସୁଗୁଡା, ବରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ…

ନିୟନ୍ତ୍ରଣରେ କୋରୋନା, ଦିନକରେ ୬୦୯୭ ନୂଆ ଆକ୍ରାନ୍ତ , କିଛି ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ…

ଭୁବନେଶ୍ୱର- ରାଜ୍ୟରେ ଆଉ ୬ ହଜାର ୯୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୪୪୬ ଏବଂ ସ୍ଥାନୀୟ ଅଂଚଳରୁ ୨ ହଜାର ୬୫୧ ଚିହ୍ନଟ ହୋଇଛନ୍ତି । କିଛି ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ୧ ହଜାରରୁ ଅଧିକ ରହିଛି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧…